ଅଞ୍ଚଳରେ ପୃଥୁବୀର ଗତିବେଗ ସମାନ ରହେନାହିଁ । ଫଳରେ ରାଶି ଝତ୍ର ଭିତରେ ସୂର୍ଯ୍ୟର ଗତି ବଦନ୍ତୁଥୁବା ଭଳି ଜଣାପଡେ । ସୂର୍ଯ୍ୟ କେତେବେଳେ ୩୦୧ କୋଣ (ଗୋଟିଏ ରାଶି) ଟପିବାକୁ ୨୮ ଦିନ ନେଉଚି ତ ତା’ର ଅରପଟେ ୩୨ ଦିନ ସମୟ ନେଉଛି । ତେଣୁ ବର୍ଷର ଘୂରିରତୁର ଇୟ ସମାନ ହୁଏ ନାହିଁ । ସମ୍ପାତ ଓ ଅୟନାନ୍ତ ଭିତରେ ରହୁଥୁବା ଦିନଗୁଡିକୁ, ସଂଖ୍ୟା ପ୍ରକୃତରେ ଏହିଭଳି :
ବସନ୍ତ ସମ୍ପାତରୁ | ବସନ୍ତ ଋତୁ | |
ଉତ୍ତର ଅୟନାନ୍ତରୁ | (ମାର୍ଚ୍ଚ ୨୨ ଜୁନ୍ ୨୧) | ୯୨ ଦିନ |
ଉତ୍ତର ଅୟନାନ୍ତରୁ | ଗ୍ରୀଷ୍ମ ଋତୁ | |
ଶରତ ସମ୍ପାତ | (ଜୁନ୍ ୨୨-ସେପ୍ଟେମ୍ବର ୨୩) | ୯୪ ଦିନ |
ଶରତ ସମ୍ପାତ ରୁ | ଶରତ ଋତୁ | |
ଦକ୍ଷିଣ ଅୟନାନ୍ତ | (ସେପ୍ଟେମ୍ବର ୨୪-ଡିସେମ୍ବର ୨୨) | ୯୦ ଦିନ |
ଦକ୍ଷିଣ ଅୟନାନ୍ତରୁ | ଶୀତ ଋତୁ | |
ଦକ୍ଷିଣ ସମ୍ପାତ | (ଡିସେମ୍ବରେ ୨୩-ମାର୍ଜ ୨୧) | ୮୯ ଦିନ |
ବସନ୍ତ ଓ ଗ୍ରୀଷ୍ମ ଋତୁ ମିଶି ଶରତ ଓ ଶୀତଋତୁଠାରୁ ୭ଦିନ ଅଧିକ । ଏଭଳି ଅସମାନ ଋତୁଗୁଡିକର ହିସାବ ଠିକ୍ ରଖିବା ପାଇଁ କିଛି ମାସରେ ଅଧିକ ଦିନ ରଖାହୁଏ । ଆଉ କିଛି ମାସରେ କମ୍ ରହେ । ବସନ୍ତ ଓ ଗ୍ରୀଷ୍ମ ମାସଗୁଡ଼ିକରେ ୩୧ ଦିନ ଥାଏ । ଶରତ ଓ ଶୀତ ଦିନରେ ୩୦ ଦିନ ରହେ । ତେଣୁ ଆକାଶରେ ସୂର୍ଯ୍ୟର ଗତି ସହିତ ପାଞ୍ଜିର ତିଥି ସଂକ୍ରାନ୍ତି ଆଦିର ଠିକ୍ ମେଳ ରହେ । ଇଂରାଜୀ ମାସଗୁଡିକରେ ମଧ୍ୟ ଦିନ ସଂଖ୍ୟା କମ୍ ବେଶୀ ହୁଏ । କିନ୍ତୁ ଏହାର କିଛି ନିର୍ଦ୍ଦିଷ୍ଟ କ୍ରମ ନ ଥାଏ ।
୧. ଗ୍ରୀଷ୍ଟ ଅୟନନ୍ତ (ଜୁନ୍ ୨୧), ୨. ବସନ୍ତ ସମ୍ପାତ (ମାର୍ଚ୍ଚ ୨୧), ୩. ଶରତ ମମ୍ପାତ (ସେପ୍ଟେମ୍ବର ୨୩), ୪.ଶୀତ ଅୟନାନ୍ତ(ଡିସେମ୍ବର ୨୨)