ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଲାଞ୍ଜିଗଡ଼ | ଶିବାଜୀ ମାଝି | କଂଗ୍ରେସ |
ଜୁନାଗଡ଼ | ଗୋବର୍ଦ୍ଧନ ଦାଶ | କଂଗ୍ରେସ |
ଧର୍ମଗଡ଼ | ପୁଷ୍ପେନ୍ଦ୍ର ସିଂହଦେଓ | ବିଜେଡ଼ି |
ଭବାନୀପାଟଣା | ଦଶମନ୍ତ ନାୟକ | କଂଗ୍ରେସ |
ନର୍ଲା | ଭୂପିନ୍ଦର ସିଂହ | କଂଗ୍ରେସ |
ବାଲିଗୁଡ଼ା | ନରେନ୍ଦ୍ର ମାଝି | ବିଜେପି |
ଜି.ଉଦୟଗିରି | ମନୋଜ କୁମାର ପ୍ରଧାନ | ବିଜେପି |
ଫୁଲବାଣୀ | ଦେବେନ୍ଦ୍ର କହଁର | ବିଜେଡ଼ି |
କଣ୍ଟାମାଳ | ଭଗବାନ କହଁର | ବିଜେଡ଼ି |
ବୌଦ୍ଧ | ପ୍ରତାପ କୁମାର ଅମାତ | ବିଜେଡ଼ି |
ବଡ଼ମ୍ବା | ଦେବୀପ୍ରସାଦ ମିଶ୍ର | ବିଜେଡ଼ି |
ବାଙ୍କୀ | ପ୍ରଭାତ କୁମାର ତ୍ରିପାଠୀ | ବିଜେଡ଼ି |
ଆଠଗଡ | ରମେଶ ରାଉତ | ସ୍ୱାଧୀନ |
(ଉପନିର୍ବାଚନରେ) | ରଣେନ୍ଦ୍ର ପ୍ରତାପ ସ୍ୱାଇଁ | ବିଜେଡ଼ି |
ବାରବାଟୀ-କଟକ | ଦେବାଶିଷ ସାମନ୍ତରାୟ | ବିଜେଡ଼ି |
ଚୌଦ୍ୱାର-କଟକ | ପ୍ରଭାତ ରଞ୍ଜନ ବିଶ୍ୱାଳ | ବିଜେଡ଼ି |
ନିଆଳି | ପ୍ରମୋଦ କୁମାର ମଲ୍ଲିକ | ବିଜେଡ଼ି |
କଟକସଦର | କାଳିନ୍ଦୀ ବେହେରା | ବିଜେଡ଼ି |
ସାଲେପୁର | ଚନ୍ଦ୍ରସାରଥୀ ବେହେରା | ବିଜେଡ଼ି |
ମାହାଙ୍ଗା | ପ୍ରତାପ ଜେନା | ବିଜେଡ଼ି |
ପାଟକୁରା | ବେଦପ୍ରକାଶ ଅଗ୍ରଓ୍ୱାଲ | ବିଜେଡ଼ି |
କେନ୍ଦ୍ରାପଡ଼ା | ସିପ୍ରା ମଲ୍ଲିକ | ବିଜେଡ଼ି |
ଆଳି | ପ୍ରତାପକେଶରୀ ଦେବ | ବିଜେଡ଼ି |
ରାଜନଗର | ଅଲେଖ କୁମାର ଜେନା | ବିଜେଡ଼ି |
ମହାକାଳପଡ଼ା | ଅତନୁ ସବ୍ୟସାଚୀ ନାୟକ | ବିଜେଡ଼ି |
ପାରାଦ୍ୱୀପ | ଡାକ୍ତର ଦାମୋଦର ରାଉତ | ବିଜେଡ଼ି |
ତିର୍ତ୍ତୋଲ | ରବୀନ୍ଦ୍ର ନାଥ ଭୋଇ | ବିଜେଡ଼ି |
ବାଲିକୁଦା-ଏରସମା | ପ୍ରଶାନ୍ତ କୁମାର ମୁଦୁଲି | ବିଜେଡ଼ି |
ଜଗତସିଂହପୁର | ବିଷ୍ଣୁ ଚରଣ ଦାସ | ବିଜେଡ଼ି |
କାକଟପୁର | ରବି ମଲ୍ଲିକ | ବିଜେଡ଼ି |
ନିମାପଡ଼ା | ସମୀର ରଞ୍ଜନ ଦାଶ | ବିଜେଡ଼ି |
୩୧୬ . ଓଡ଼ିଶା ରାଜନୀତିର ଇତିହାସ