ଭକ୍ତ ଚରଣ ଦାସ
(୧୭୨୯–୧୮୧୩)
ୟେ ବୈଷ୍ଣବ କବି ଅଟନ୍ତି । ମଥୁରାମଙ୍ଗଳ ନାମକ କୃଷ୍ଣକାବ୍ୟ ରଚନା କରିଥିଲେ । ଏହି କାବ୍ୟଟିର କେତୋଟି ଛାନ୍ଦ ଓଡ଼ିଶାର ପୁରପଲ୍ଲୀରେ ଅତ୍ୟନ୍ତ ଜନପ୍ରିୟ ।
ଭକ୍ତ ଚରଣ ଦାସ

ରଚନାବଳୀ ସମ୍ପାଦନା

କାବ୍ୟ ସମ୍ପାଦନା

ଚଉତିଶା ସମ୍ପାଦନା