ଲେଖକ:ମୃତ୍ୟୁଞ୍ଜୟ ରଥ
←Author Index: ର | ମୃତ୍ୟୁଞ୍ଜୟ ରଥ (୧୮୮୨–୧୯୨୪) |
ମୃତ୍ୟୁଞ୍ଜୟ ରଥ ଜଣେ ସଂସ୍କୃତ ପଣ୍ଡିତ, ଭାଷାବିତ ଓ ଅନୁବାଦକ ଥିଲେ । ମାତ୍ର ୩୭ବର୍ଷର ଜୀବନକାଳ ମଧ୍ୟରେ ସେ ଅନେକ ସଂସ୍କୃତ ଗ୍ରନ୍ଥକୁ ଓଡ଼ିଆରେ ଅନୁବାଦ କରିଥିଲେ । ଅନୁବାଦ ଭିନ୍ନ ସେ ମୌଳିକ ସାହିତ୍ୟ ରଚନା ମଧ୍ୟ କରିଥିଲେ । |
ରଚନାବଳୀ ସମ୍ପାଦନା
ସଂସ୍କୃତ ଭାଷାରୁ ଅନୁବାଦ ସମ୍ପାଦନା
- ବିକ୍ରମୋର୍ବଶୀ
- ମୁଦ୍ରାରାକ୍ଷାସ
- ମୃଚ୍ଛକଟିକ
- ବେଣୀ ସଂହାର
- କୁମାର ସଂଭବ
- ମାଳତୀ ମାଧବ
ଉପନ୍ୟାସ ସମ୍ପାଦନା
ଅନ୍ୟାନ୍ୟ ସମ୍ପାଦନା
- ନାରୀ ଦର୍ପଣ
- କର୍ମଯୋଗୀ ଗୌରୀଶଙ୍କର
- ଶାରଳା ଚରିତ
- ସରଳ ଓଡ଼ିଆ ଅଭିଧାନ
- ସୁଖବୋଧ ବ୍ୟାକରଣ