ଉଇକିପାଠାଗାର:ଲିଖନ ପ୍ରକଳ୍ପ

ଲିଖନ ପ୍ରକଳ୍ପ
ଯେଉଁ ରଚନାଗୁଡ଼ିକ ମୂଳ ସ୍ରୋତ ବା ସ୍କାନ ସହ ଉଇକିପାଠାଗାରରେ ଉପଲବ୍ଧ ଅଛି, ସେଗୁଡ଼ିକୁ ଲିଖନ ପ୍ରକଳ୍ପ ଅନ୍ତର୍ଗତ ରଖାଯାଇଥାଏ । ଏହା ଦ୍ୱାରା କୌଣସି ରଚନାର ବିଶ୍ୱସ୍ତତା ଓ ପ୍ରାମାଣିକତା ଉପରେ କୌଣସି ସନ୍ଦେହ ଉପୁଜିଲେ ମୂଳ ସ୍ରୋତ ସହ ପରଖି ସଠିକ ପାଠ ଦିଆଯାଇପାରିଥାଏ ।

ଦରକାରୀ ପଦକ୍ଷେକ୍ଷ ଅନୁସାରେ ଲିଖନ ପ୍ରକଳ୍ପଗୁଡ଼ିକର ସୂଚୀ ତଳେ ଦିଆଗଲା ।

(ନୂଆ ଲିଖନ ପ୍ରକଳ୍ପଟିଏ ଆରମ୍ଭ କଲେ ଏହି ସୂଚୀରେ ଦରକାରୀ ତଥ୍ୟ ମିଶାଇବାକୁ ଅନୁରୋଧ । ଏହାଠୁଁ ପୂର୍ଣ୍ଣତମ ସୂଚୀ ଏଠାରେ ପାଇପାରିବେ ।)

ଅଜଣା ପରିସ୍ଥିତି ମୂଳ ସ୍ରୋତ ପରଖିବା ଲୋଡ଼ା ଅସୁବିଧା ଥିବା ମୂଳ ସ୍ରୋତ ଓସିଆର ଆବଶ୍ୟକ ପରଖ ଓ ବିଭାଜନ ଲୋଡ଼ା ସଂଶୋଧିତ ବୈଧ ହୋଇନଥିବା ପୂର୍ଣ୍ଣ

ଲିଖନ ସମ୍ପାଦନା

ନିମ୍ନରେ ଦିଆଯାଇଥିବା ରଚନାଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଲେଖାହୋଇନି । ଏଗୁଡ଼ିକୁ ମୂଲସ୍ରୋତରୁ ଦେଖି ଲେଖିବାରେ ସହଯୋଗ କରିପାରିବେ । ରଚନାଗୁଡ଼ିକୁ ଲେଖକଙ୍କ ପ୍ରସିଦ୍ଧି ଓ ପ୍ରାଧାନ୍ୟ ଅନୁସାରେ କ୍ରମରେ ରଖାଯାଇଛି । ସବୁଠୁ ଉପରେ ଥିବା ରଚନାଗୁଡ଼ିକୁ ଆଗ ସାରିବା ଅଧିକ ଜରୁରୀ ।

ସଂଶୋଧନ ସମ୍ପାଦନା

ତଳେ ଦିଆଯାଇଥିବା ରଚନାଗୁଡ଼ିକ ପୁର୍ଣ୍ଣଭାବରେ ଲେଖାହୋଇସାରିଛି କିନ୍ତୁ ସଂଶୋଧିତ ହୋଇନି । ଏଗୁଡ଼ିକୁ ମୂଳସ୍ରୋତ ସହ ମେଳ କରି ସଂଶୋଧନ କରିବା ଆବଶ୍ୟକ ।

ଆଦୌ ସଂଶୋଧନ ନ ହୋଇଥିବା ସମ୍ପାଦନା

ଏହି ରଚନାଗୁଡ଼ିକର ଅଧିକାଂଶ ପୃଷ୍ଠା ଆଦୌ ସଂଶୋଧିତ ହୋଇନାହିଁ ।

ଥରେ ସଂଶୋଧନ ହୋଇସାରିଥିବା ସମ୍ପାଦନା

ଏହି ରଚନାଗୁଡ଼ିକର ଅଧିକାଂଶ ଏକ ବାର ସଂଶୋଧିତ ହୋଇସାରିଛି । ଏହାକୁ ପୁନଃ ସଂଶୋଧନ କରିଲେ ରଚନା ସମ୍ପୂର୍ଣ୍ଣ ହୋଇଯିବ ।

ଅଜଣା ପରିସ୍ଥିତି ମୂଳ ସ୍ରୋତ ପରଖିବା ଲୋଡ଼ା ଅସୁବିଧା ଥିବା ମୂଳ ସ୍ରୋତ ଓସିଆର ଆବଶ୍ୟକ ପରଖ ଓ ବିଭାଜନ ଲୋଡ଼ା ସଂଶୋଧିତ ବୈଧ ହୋଇନଥିବା ପୂର୍ଣ୍ଣ