ଏହି ରଚନାର ଅନ୍ୟ ସଂସ୍କରଣଗୁଡ଼ିକୁ ପଢ଼ିବା ପାଇଁ କପଟପାଶା (୧୯୨୧) ଦେଖନ୍ତୁ ।
କପଟପାଶା
ଲେଖକ/କବି: ଭୀମା ଧୀବର
ଦ୍ରୌପଦୀଙ୍କ ବସ୍ତ୍ରହରଣ ଆଖ୍ୟାନ ଆଧାରିତ ଛାନ୍ଦକାବ୍ୟ । ଏଥିରେ ଓଡ଼ିଆ ଗ୍ରାମ୍ୟ ପରିବେଶର ସୁନ୍ଦର ବର୍ଣ୍ଣନା ରହିଛି ।