ପୃଷ୍ଠା:Aama Odia Byakarana.pdf/୧୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନୀଳ ଆକାଶ ଦିଶଇ କେଡ଼େ ମନୋହର
ସବୁଜ ବନ ପାହାଡ଼ ଶୀତଳ ସମୀର ।
ମଧୁର କୋଇଲି ଗୀତ ଫୁଲର ସୁବାସ
ସବୁ ମୋତେ ଦେଇଅଛ ଆହେ ଜଗଦୀଶ ।

[[ଫାଇଲ:|432px|page=17]]

ଆମ ଓଡ଼ିଆ ବ୍ୟାକରଣ ■ ୧୯