ପୃଷ୍ଠା:Aama Odia Byakarana.pdf/୩୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

(ଗ) ଉତ୍ତର ଦିଗେ ଗଛ ଡାଳେ, ପେଚା ରାବିଲା ରାତ୍ରିକାଳେ ।
(ଘ) ନ‌ଦୀରେ ମାଛ ପହଁରୁଛନ୍ତି ।
(ଙ) ବାପା ଦିନରେ ଆଦୌ ଶୁଅନ୍ତି ନାହିଁ ।

ଆମ ଗାଆଁ ପାଖେ ନଈ ବହିଯାଏ
ନଈକୂଳେ ଆମ୍ବତୋଟା
ସେହି ତୋଟା ତଳେ ରହେ କୋକି ଏକା
ଖାଇପିଇ କେଡ଼େ ମୋଟା ।

ପୋଖରୀରେ କଇଁଫୁଲ ଆକାଶରେ ଜହ୍ନ,
କ୍ଷେତରେ ଧାନଫସଲ ହରେ ଜନମନ ।

[[ଫାଇଲ:|432px|page=38]]

୪୦ ■ ଆମ ଓଡ଼ିଆ ବ୍ୟାକରଣ