ପୃଷ୍ଠା:Aama Odia Byakarana.pdf/୪୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି
(ଗ) ଛାତ୍ର - ଛାତ୍ରୀ ସିଂହ - ସିଂହୀ
ନଟ - ଶୃଗାଳ -
କୁମାର - ଦେବ -
ସହଚର - ହରିଣ -
ହଂସ - ବିହଙ୍ଗ -
ଦାନବ - ମାନବ -
ମୟୁର - ରାକ୍ଷସ -
ନର୍ତ୍ତକ - କପୋତ -
କିଶୋର - ଦାସ
(ଘ) ଟେରା - ଟେରୀ ଗୋରା - ଗୋରୀ
ଛୋଟା - ବାଙ୍ଗାରା -
ବୁଢା - ଡେଙ୍ଗା -
ଗେଡ଼ା - ମୋଟା -
(ଙ) ଶିଷ୍ୟ - ଶିଷ୍ୟା ସଭ୍ୟ - ସଭ୍ୟା
ଶିଷ୍ଟ - ଭଦ୍ର -
ସରଳ - ମୁଖର -
ତନୟ - ଦୁର୍ବଳ -
କନିଷ୍ଠ - କୋକିଳ -
(ଚ) ବାଳକ - ବାଳିକା ପାଠକ - ପାଠିକା
ଗାୟକ - ଦାୟକ -
ଗ୍ରାହକ - ବାହକ -
ନାୟକ - ଚାଳକ -
ପାଚକ - ବାଦକ -

ଆମ ଓଡ଼ିଆ ବ୍ୟାକରଣ ■ ୪୫