ପୃଷ୍ଠା:Aama Odia Byakarana.pdf/୫୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସବୁ ନାମ ପାଇଁ ଯେଣୁ ହୁଏ ବ୍ୟବହାର
ତେଣୁ ‘ସର୍ବନାମ’ ବୋଲି ନାମଟି ତାହାର ।

କିଏ କଅଣ କହିଲା ନ ଶୁଣ ହେ ତାହା
କାହା ମନ୍ଦ ପାଞ୍ଚ ନାହିଁ ଭଗବାନ ସାହା ।


[[ଫାଇଲ:|432px|page=55]]

ଆମ ଓଡ଼ିଆ ବ୍ୟାକରଣ ■ ୫୭