ପୃଷ୍ଠା:Aama Odia Byakarana.pdf/୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି
କବିତାରୂପ କଥାରୂପ କବିତାରୂପ କଥାରୂପ
ସରବେ ............ ଚମକଇ ...........
ସେନେହ ........... ଝୁଲଇ ...........
ସଉଦାଗର ........... ମୁହିଁ ...........
ପରବତ ........... ବଇଶାଖ ...........

ପଦ୍ୟ ଗଦ୍ୟ ଲେଖା ଦୁଇଟି ଧାରା ।
ଭାଷାରେ ଚାଲୁଛି ସଂସାର ସାରା ।

କବି ବୋଲନ୍ତି ତାଙ୍କୁ ଯେ ଲେଖନ୍ତି ପଦ୍ୟରେ
ଲେଖକ ବୋଲନ୍ତି ତାଙ୍କୁ ଲେଖିଲେ ଗଦ୍ୟରେ ।

[[ଫାଇଲ:|432px|page=7]]

ଆମ ଓଡ଼ିଆ ବ୍ୟାକରଣ • ୯