ପୃଷ୍ଠା:Akashare Luchakali.pdf/୩୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆକାଶରେ ଲୁଚକାଳି
୩୧
 


ଭିତରେ ବସି ଅନେକ ଜଣ ଏକ ସମୟରେ ସୂର୍ଯ୍ୟ ଚନ୍ଦ୍ରଙ୍କର ଖେଳ ଦେଖି ପାରିବେ । ଗାର ଟଣା କାଗଜ ଉପରେ ସୂର୍ଯ୍ୟର ଚିତ୍ର ପକାଇ ଚନ୍ଦ୍ରର ଗତି ମଧ୍ୟ ମାପି ହେବ ।

ପ୍ରତିଫଳିତ ରଶ୍ମିକୁ ଚାହିଁବା ସୂର୍ଯ୍ୟକୁ ଚାହିଁବା ସହିତ ସମାନ । ଦୂରବୀକ୍ଷଣ ଯନ୍ତ୍ର ଅଧିକ ବିପଦ ।

[[ଫାଇଲ:|401px|page=33]]