ପୃଷ୍ଠା:Alankara Bodhodaya.pdf/୩୦

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅଳଂକାରବୋଧୋଦୟ

ଏହି ପ୍ରତିକରଳ ବର୍ଣ୍ଣମାନଙ୍କର ତିନି ଚାରି ପ୍ରୟୋଗରେ ଦୋଷ ଗ୍ରାହ୍ୟ ହୁଏ ନାହ । ଅଧକପଦତା - ଯଥା, କବିତା କଳାପ ପୂ୨ଷ୍ଟା ଦେଖନ୍ତି ପ୍ରକୃତି ଶୋଭା ନୟନେ ! ଅତ୍ର ନୟନେ ଏହିପଦ ଅଧୁକ ।” ନ୍ଯୂନପଦତା - ଯଥା, କବିତାବଳୀ ପୂ୧୩ଷ୍ଟା କଜୋର କରବାଳ ପଣା ସନମ ଜୋର | ଅତ୍ର କରବାଳ ଧରି ନୋବେଲିବାରୁ ଧରି ପଦଚ୍ଯୁନ ହେଲା । କିନ୍ତୁ କରବାଳକରେ, ଏପରି ବୋଲିଥୁଲେ ଧରି ଶବ୍ଦ ନ ଦେଇଥଲେ ମଧ୍ୟ ଦୋଷ ହୋଇ ନଥାନ୍ତା । କଥୁତପଦତା - ଯଥା, କବିତା କଳାପ ପୂ ୩୧ଷା ଯେହ୍ନେ କୁମୁଦିନୀ ଦେଖି ଦିନମଣି ଅନୁରକ୍ତା ନେହି ହୁଏ। ଅନ୍ତର, ତେହ୍ନେ ଧନୀ ଦେଖି ସେ ନୃପବର ଅନୁରକ୍ତା ନେବା ହି ହେଲେ ଅନ୍ତର । ଅତ୍ର “ଅନୁରକ୍ତା ନୋହି' ଏହି ଦ୍ବିତୀୟ ପଦ ପୁନରୁକ୍ତ । ସମାପ୍ତପୁନରାବୃତ୍ତତା ।-କ୍ରିୟା, କଭୀ, କର୍ମ ସମାପ୍ତ ହେଲାପରେ ପୁନଶ୍ଚ କର୍ଲା ବା କର୍ମର ବିଶେଷଣ ଶେଷରେ ଦିଆଗଲେ ତାକୁ ସମାପ୍ତ ପୁନରାରତ ବୋଲି । ଯଥା, କବିତାବଳୀ ପୂ୨୧ଷ୍ଟା ବିଷ୍ଣୁ ପ୍ରାୟେ ନୀଳ ନୀରଦବର ବନମାଳା ପ୍ରାୟେ ଚାପ ଇନ୍ଦ୍ରର ଯ{ ଜୋଦ ଜୋହ ଜୋଶ ଭୋଇ ଯ1 ଦୋକାଚୋଳ ଅରଇ ଚପଳା ଅବଳା ଦୀପ୍ତି ଅମ୍ବର ଶଯ୍ୟାମ ସୀମନ୍ଦିନୀ ସମ ସୁନ୍ଦର । ଅତ୍ର “ଶ୍ୟମ ସୀମନ୍ଦିନୀ ସମ ସୁନ୍ଦର' ଏହି ବିଶେଷଣଟି ଦୁଷ୍ଟ ହେଲା । ଅର୍ଦନ୍ତଦୈରିକପଦତା - ଯଥା, କିରଣ ଶୋଭାରେ ଚନ୍ଦ୍ର ଧବଳିତ କଲେ, ଜଗତକୁ ମାନ ଛାଡ଼ ଶୋଭାଙ୍ଗି ! ଚଞ୍ଚଳେ । * ବଚନକୁ କହୁଅଛି, ଚକ୍ଷୁରେ ଦେଖୁଅଛି, ଇତ୍ୟାଦି - ی — ଅଧକପଦ; କିନ୍ତୁ ପ୍ରୟୋଜନସ୍ଥଳେ ଅଧ୍ୟକ ପଦତା ଦୋଷ ହେବ ନାହ, ଯଥା, ମଧୁର ବଟନ କହୁଅଛି । ଚର୍ମ ଚକ୍ଷୁରେ ଅଥବା ଜ୍ଞାନ ଚକ୍ଷୁରେ ଦେଖୁଅଛି ଇତ୍ୟାଦି ।