ଏହି ପୃଷ୍ଠାଟି ବୈଧ ହୋଇସାରିଛି
ବାସୁଦେବ ଗ୍ରନ୍ଥାବଳୀ
୭୯
 

ବାକ୍ୟଦୋଷ - ଦୁଃଶ୍ରବତ୍ୱ, ଜୁଗୁପ୍ସା ବ୍ୟଞ୍ଜକାଶ୍ଳୀଳତା, ଅନୁଚିତାର୍ଥ । ପଦାଂଶ ଦୋଷ - ଦୁଃଶ୍ରବତ୍ୱ, ଅଶ୍ଳୀଳତା, ନିହତାର୍ଥତା, ଅବାଚକତ୍ୱ, ନେୟାର୍ଥ । କେବକ ବାକ୍ୟଗତଦୋଷ– ପ୍ରତିକୂଳବର୍ଣ୍ଣତା, ଅଧିକପଦତା ନ୍ୟୂନ ପଦତା, କଥିତପଦତା, ସମାପ୍ତପୁନରାତ୍ତତା, ଅର୍ଧାନ୍ତରୈକପଦତା, ସନ୍ଧିରେ କଷ୍ଟତା, ଅକ୍ରମତା, ଭଗ୍ନ ପ୍ରକ୍ରମତା, ବାଚ୍ୟାଭିଧାନ ଅଭବନ୍ମତସମ୍ବନ୍ଧିତା, ଅମତ ପରାର୍ଥତା, ପ୍ରସିଦ୍ଧିତ୍ୟାଗ, ଅସ୍ଥାନପଦତା, ସଂକୀର୍ଣ୍ଣତ୍ୱ, ସନ୍ଧିରେ ଅଶ୍ଳୀଳ, ପତ‌ତ ପ୍ରକର୍ଷତା, ସନ୍ଧି ବିଶ୍ଳେଷତା, ହତ ବୃତ୍ତତା, ଆହତ ବିସର୍ଗତା, ଲୁପ୍ତବିସର୍ଗତା, ଗର୍ଭିତତା, ଅସ୍ଥାନ ସମାସତା । ଅର୍ଥ ଦୋଷ– ଅପୁଷ୍ଟତା, ପୁନରୁକ୍ତତା, ବିଦ୍ୟାବିରୁଦ୍ଧତା, ଖ୍ୟାତିବିରୁଦ୍ଧତା, ସାକାଂକ୍ଷତା, ସହଚରଭିନ୍ନତା, ଦୁଃଷ୍କ୍ରମତା, ଗ୍ରାମ୍ୟତା, ବ୍ୟାହତତା, ଅନବୀକୁତତା, ନିର୍ହେତୁତା, ପ୍ରକାଶିତ ବିରୁଦ୍ଧତା, ସନ୍ଦିଗ୍ଧତା, ଅବିଶେଷେ ବିଶେଷ, ବିଶେଷେ ଅବିଶେଷ, ବିଧ୍ୟଯୁକ୍ତତା, ଅନୁବାଦାଯୁକ୍ତତା, ଅଶ୍ଳୀଳତା, କଷ୍ଟତା, ଆସ୍ଥାନଯୁକ୍ତତା, ନିର୍ମୁକ୍ତ ପୁନରୁକ୍ତତା, ନିୟମେ ଅନିୟମ, ଅନିୟମେ ନିୟମ । ରସ ଦୋଷ– ରସର ସୁଶବ୍ଦରେ ଉକ୍ତି, ସ୍ଥାୟୀଭାବର ସ୍ୱଶବ୍ଦବାବ୍ୟତା, ସଞ୍ଚାରୀସ୍ୱଶବ୍ଦବାଚ୍ୟତା, ଅନୁଭାବର କଷ୍ଟରେ କଳ୍ପିତାକ୍ଷେପ, ବିଭାବର କଷ୍ଟରେ କଳ୍ପିତାକ୍ଷେପ, ପରିପନ୍ଥିରସର ଅଙ୍ଗ ଓ ବିଭାବାଦିର ପରିଗ୍ରହ, ଅକାଣ୍ତେ ପ୍ରଥନ, ଅକାଣ୍ଡେ ଛେଦ, ପୁନଃପୁନଃଦୀପ୍ତି, ଅଙ୍ଗୀର ଅନନୁସନ୍ଧାନ, ଅନଙ୍ଗର କୀର୍ତ୍ତନ, ଅଙ୍ଗର ଅତିବିସ୍ତାର, ପ୍ରକୃତି ବିପର୍ଯ୍ୟୟ, ଅର୍ଥର ଅନୌଚିତ୍ୟ । ଅଳଙ୍କାର ଦୋଷ– ଉପମାରେ ଅସାଦୃଶ୍ୟ, ଉପମାରେ ଅସମ୍ଭବ, ଜାତିନ୍ୟୂନତା, ପ୍ରମାଣନ୍ୟୂନତା, ଜାତିପ୍ରମାଣନ୍ୟୂନତା, ପଦତ୍ରୟ ଯମକରେ ଅପ୍ରଯୁକ୍ତତ୍ୱ, ଶବ୍ଦର ଉତପ୍ରେକ୍ଷାଦ୍ୟୋତକତ୍ୱ ବିଷୟରେ ଅବାଚକତ୍ୱ, ଅନୁପ୍ରାସରେ ବୃତ୍ତିବିରୁଦ୍ଧ ପ୍ରତିକୂଳ ବର୍ଣ୍ଣତ୍ୱ, ଉପମାଳଙ୍କାର ସାଧାରଣ ଧର୍ମର କୌଣସି ସ୍ଥଳରେ ଅଧକତା ଓ ନ୍ୟୂନତା, ଉପମା, ଉପମେୟ ଦୁହିଁକର ଲିଙ୍ଗାଦିଭେଦ ଦୋଷ, ଅନୁପ୍ରାସର ବୈଫଲ୍ୟେ ଅପୁଷ୍ଟତା, ସମାସୋକ୍ତି ଅଳଙ୍କାରେ ପୁନରୁକ୍ତି, ଅନୁପ୍ରାସରେ ଖ୍ୟାତିବିରୁଦ୍ଧ, ବକ୍ତାର କ୍ରୋଧରେ ଦୁଃଶ୍ରବତ୍ୱଗୁଣ, ସୁରତାରମ୍ଭ ଗୋଷ୍ଠ୍ୟାଦିରେ ଅଶ୍ଳୀଳତ୍ୱ ଦୋଷ,