ପୃଷ୍ଠା:Alankara Bodhodaya.pdf/୪୬

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସ୍ଥଳରେ ଅପ୍ରତିତନ୍ମ ଗୁଣ - ଯଥା, ଦ୍ବାମାମନନ୍ତି ପ୍ରକୃତି” ପୁରୁଷାର୍ଥ ପ୍ରବର୍ଭିନୀ", ତଦ୍‌ଦର୍ଶନ ମୁଦାସୀ ନଂ ହ୍ରାମେବ ପୁରୁଷ୍ଯ ବିଦୁଃ ! ଅତ୍ର ବକ୍ତା, ଶାନ୍ତି ରସ ପ୍ରଧାନ ଏକ ବ୍ୟକ୍ତି, ବାଚ୍ଯ ଈଶ୍ବରପଦାର୍ଥ, ଏ ଦୁହେଁ ଜ୍ଞାତ ହେବାରୁ ପ୍ରକୃତି ପୁରୁଷାଦି ପଦାର୍ଥ ଅପ୍ରତୀତ ହେଲେ ମଧ୍ୟ ଗୁଣ ହେଲା, ଯେଉଁ ହେତୁରୁ ବେଦାନ୍ତ ଭିନ୍ନ ପ୍ରକୃତି ପୁରୁଷାଦି ପଦାର୍ଥମାନେ ପ୍ରତୀତି ହୋଇନପାରନ୍ତି । ଯେଉଁଠାରେ ଆପଣା ଦ୍ବାରା ପରାମର୍ଶ ହୁଏ ସେଠାରେ ମଧ୍ୟ ଅପ୍ରତୀତତ୍ୱ ଗୁଣ ହୁଏ - ଯଥା, କଳଶା ରାଗେ କଳା’ ପୂର୍ଣ୍ଣ ହେବାରୁ ଯେ ତମ** ବୃଦ୍ଧିକାରୀ, କଳା କ୍ଷୀଣ ହେଲେ ତାକୁ ଦିଅନ୍ତି ନିବାରି || ନିରାଲମ୍ବ ପଦରେ ଯେ ଅଛନ୍ତି ବିତତ, ସେହି ଆମ୍ବ ଚନ୍ଦ୍ରଙ୍କୁ ମୁଁ ଭାବୁଛି ସନ୍ତତ । ଅତ୍ର ଏକ ଶାନ୍ତ ବ୍ୟକ୍ତି ସ୍ବୟଂ ବିଚାର କରିବାରୁ ଅପ୍ରତୀତତ୍ବ ଗୁଣ ହେଲା । ଜାରଣ ଏ ବ୍ୟକ୍ତି ପରକୁ ପ୍ରତୀତ ନ କରାଇ ସ୍ବୟଂ ବ୍ୟତିରେକ ଅଳଂକାର” ଦ୍ବାରା ଅର୍ଥ ଜାଣୁଅଛି । ନିମ୍ନଲିଖିତ ସ୍ଥଳମାନଙ୍କରେ କଥୁତପଦତା (ପୁନରୁକ୍ତତା ) ଗୁଣ ହୁଏ । ଯଥ}, ବିହିତାନୁବାଦ୍ୟତାରେ, ବିଷାଦରେ, ବିସ୍ମୟରେ, କ୍ରୋଧରେ, ଦୈନ୍ୟରେ, ଲାଟାନୁପ୍ରାସରେ, ଅନୁଜମ୍ଫାରେ, ପ୍ରସାଦନେ, ଅଥୀନ୍ତର ସଂକ୍ରମିତ ବାଚ୍ଯରେ, ହର୍ଷରେ, ଅବଧାରଣରେ । ବିହିତାନୁବାଦ୍ୟତାରେ - ଯଥା, ବଙ୍ଗଳାଶ୍ରୀ ରାଗେ ତାମ୍ର ହୋଇ ଉଦେହେଲେ ଦିବାକର, ତାମ୍ର ହୋଇ ଅସ୍ତ ହେଲେ । ଅତ୍ର ତାମ୍ର ହୋଇ ବୋଲି ଯେପରି ଅନୁବାଦ କରା ହୋଇଥଲା ସେହିପରି ତାମ୍ର ହୋଇ ବୋଲି ବିଧ କରିବାରୁ ଦୋଷ ହେଲାନାହିଁ । ବିଷଦରେ - ଯଥା, ହରି ହରି ଶିବ ଶିବ ଇତ୍ଯାଦି ବିସ୍ମୟରେ - ଯଥା, ହେ ସଖେ ! ଆକାଶରେ ଚନ୍ଦ୍ରମା ଉଦିତ ହୋଇ ଅଛନ୍ତି । ଦେଖ ଦେଖ କି ଆଶ୍ଚର୍ଯ୍ୟ କି ଆଶ୍ଚର୍ଯ୍ୟ !* ଚନ୍ଦ୍ରପକ୍ଷେ ଷୋଡ଼ଶ କଳା, ଆମ୍ଳପକ୍ଷେ ମାୟା°ଶ ।

    • ଚନ୍ଦ୍ରପକ୍ଷେ ଅନ୍ଧକାର, ଅମ୍ଳପକ୍ଷେ ଅଜ୍ଞାନ ।
      • ଉପମେୟଠାରେ ବିଶେଷ ଧର୍ମ କଥନକୁ ବ୍ୟତିରେ କାଳୀକାର ବୋଲି ।