ପୃଷ୍ଠା:Alankara Bodhodaya.pdf/୫୯

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବାସୁଦେବ ଗ୍ରନ୍ଥାବଳୀ ଅତ୍ର ରାଜାଙ୍କ ତୃତୀୟ ଲୋଚନ ଧରଣର ନୁହ୍ଯନତା ପୂର୍ବକ ଶସ୍ତୁଙ୍କ ସହିତରେ ଅଭେଦ । ଅଡେଭଦରେ ଅନୁଭୟେ କ୍ତି - ଯଥା, ଯେ କ୍ଷଣମାତ୍ରରେ ପୁରମାନଙ୍କୁ ଦହନ କଲେ ସେହି ପୁରାରି ଏ । ଅତ୍ର ପୁରୀରିଙ୍କଠାରୁ ନୃତ୍ୟୁନତା ବା ଅଧକତା ଉଭୟଥା ସୁଚିତ ନୋହିଲା । ତଦ୍ରୁପତାରେ ଅଧ୍ୟକତା - ଯଥା, କଳଙ୍କ ଚନ୍ଦ୍ରଠାରୁ ଏହି ମୁଖ ଚନ୍ଦ୍ର ଅଧକ ଅଟେ | ଅତ୍ର ମୁଖର ନିଷ୍କାଳଜଂକତା ପ୍ରଯୁକ୍ତ, ଅଧକ୍ୟ ହେଲା ! ତହୁପତାରେ ନ୍ୟୁନତା - ଯଥା, ଏହି ସାଧୁ ସ୍ତ୍ରୀ, କ୍ଷୀରସାଗର ଜନ୍ମ ବ୍ୟତିରେକେ ଅପରା ଲକ୍ଷ୍ମୀ ଅଟେ । ଅତ୍ର ସାଗରରୁ ଅନୁପ୍ରି ରୂପ ନୂଲ୍ୟନତା । ତହୁପଡାରେ ଅନୁଭୟେ କ୍ତି - ଯଥା, ଏହାର ମୁଖଚନ୍ଦ୍ର ଦ୍ବାରା ଆନନ୍ଦଲାଭ ହେଲେ ଚନ୍ଦ୍ରରେ କି ପ୍ରୟୋଜନ ! ଅତ୍ର ମୁଖଚନ୍ଦ୍ର, ପ୍ରସିଦ୍ଧ ଚନ୍ଦ୍ରରୁ ନୃତ୍ୟୁନ ବା ଅଧୁକ ନାହିଁ ପରିଣାମାଳୀ - ଉପମାନ, ଉପମେୟ ସ୍ବରୂପରେ ଯେଉଁଠାରେ କାର୍ଯ୍ୟ ସାଧନ କଜୋର - ଯଥ}, ଏହି ରାଜା ପ୍ରସନ୍ନ ନେତ୍ର ପଦ୍ମରେ ଦେଖୁ ଅଛନ୍ତି । ଅତ୍ର ଉପମାନ ପଦ୍ମ, ସେ, ଉପମେୟ ନେତ୍ର ରୂପରେ ପରିଣତ ହେବାରୁ (ନେତ୍ର ଭାବକୁ ପ୍ରାପ୍ତ ହେବାରୁ) ଦର୍ଶନ କ୍ରିୟା ନିଷ୍ପନ୍ନ ହେଲା । ନେବା ଚେତ୍ ପଦ୍ମ ରୂପରେ, ଦର୍ଶନ କ୍ରିୟା ହେବାର ଅସମ୍ଭବ; ଅତଏବ ଏହି ଅଳଙ୍କାର ଦ୍ବାରା ଜଣାଗଲା ଯେ, ପଦ୍ମନେତ୍ରରେ ଦେଖୁଅଛନ୍ତି । ଉଲ୍ଲେଖାଳ' - ଏକ ବ୍ୟକ୍ତିର ଅନେକ ବ୍ୟକ୍ତି କର୍ତ୍ତକ ଉଲ୍ଲେଖନ - ଯଥା, ଏକ ରଜାଙ୍କୁ ସ୍ତ୍ରୀମାନେ କନ୍ଦର୍ପ ରୂପରେ ଗଣିତ କଲେ । ଅର୍ଥୀମାନେ କଚ୍ଛଦ୍ରୁମ କରି ଉଲ୍ଲେଖନ କଲେ । ଶତୃମାନେ କାଳସ୍ବରୂପ କରି ନିରୀକ୍ଷଣ କଲେ । ଦ୍ବିତୀୟ ଉଲ୍ଲେଖାଳଙ୍କ - ଏକ ବ୍ୟକ୍ତି, ଯେବେ ଏକ ବ୍ୟକ୍ତିକୁ ବିଷୟ ଭେଦରୁ ବହୁପ୍ରକାରରେ ଉଲ୍ଲେଖିତ କରେ - ଯଥା, ଏହି ରାଜା ବଚନରେ ବୃହସ୍ପତି, କୀରିରେ ଅର୍ଜୁନ, ଧନୁର୍ବିଦ୍ୟାରେ ଭୀଷ୍ମ । ସ୍ପତି, ଭ୍ରାନ୍ତି, ସନ୍ଦେହ, ଏହି ତ୍ରିତୟତ୍ନାରା, ସ୍ମରଣା କ୍ୟକାର, ଭ୍ରାନ୍ତିମ ଦଳୀକାର ଓ ସନ୍ଦେହାଙ୍କୀକାରମାନେ ହୁଅନ୍ତି । ସ୍ମରଣାଳୀ - ଯଥା, ପଙ୍କଜକୁ ଦେଖିବାରୁ ମୋ ମନରେ ରାମଚନ୍ଦ୍ରଙ୍କ ନେତ୍ର ସ୍ମରଣ ହେଉଅଛି ।