ଏହି ପୃଷ୍ଠାଟି ବୈଧ ହୋଇସାରିଛି


Ama Deha (BB Patnaik 1940) o.pdf

ଉପର ଥିବା ପରଦା ସବୁକୁ ଛଡ଼ାଇ ସୁଷ୍କକୁ ଲମ୍ୱମାଗରେ ଫାଳକରି ହେଲେ ତାହା ଏହିପରି ଦେଖାଯାଏ । ଶୁକ୍ରକୋଷ, ଶୁକ୍ରାନୁପ୍ରଣାଳୀ, ଶୁକ୍ରନଳୀ ଏବଂ ଶୁକ୍ରାଶୟ ଆଦି ଚିତ୍ରରୁ ଦେଖା ଯାଉଅଛି । (୧୦୪ ପୃଷ୍ଠାରେ ସୁଷ୍କ କଥା କୁହାଯାଇଅଛି )