ପୃଷ୍ଠା:Ama Deha (BB Patnaik 1940) o.pdf/୧୩୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୋଷାଣୁ ଜରାୟୁଦେହର ଶ୍ଳୈଷ୍ନିକ ଝିଲ୍ଲିରେ ଲାଗି କିପରି ତାହା ଭିତରକୁ ଆସ୍ତେ ଆସ୍ତେ ପଶେ - ତାହାର ଚିତ୍ର ।

କ| ଏଠାରେ କୋଷାଣୁ ଶ୍ଳୈଷ୍ନିକ ଝିଲ୍ଲି ଉପରେ କେବଳମାତ୍ର ଲାଗିଅଛି ।
ଖ| ଏଠାରେ କୋଷାଣୁ ଶ୍ଳୈଷ୍ନିକ ଝିଲ୍ଲି ଭିତରକୁ ପଶି ଯାଇଅଛି ।
ଗ| ଜରାୟୁର ଶ୍ଳୈଷ୍ନିକ ଝିଲ୍ଲି ଭିତରେ ଭୃଣର ପ୍ରଥମାବସ୍ଥା ।
୧| କୋଷାଣୁ ।
୨,୪| ଜରାୟୁର ମାଂସପେଶୀ
୩| ଜରାୟୁଗହର
୫| ଯୋନିଗହର

ଡିମ୍ବବାହୀ ନଳୀ ଭିତରୁ କୋଷାଣୁ ଗଡ଼ି ଗଡ଼ି ଆସି ଜରାୟୁ ଭିତରେ ପହଞ୍ଚେ । ଏହି ସମୟରେ ଜରାୟୁ ଭିତରର ଶ୍ଲୈଷ୍ନିକ ଝିଲ୍ଲି ଟିକିଏ ମୋଟ ହୋଇ ଫୁଲିଯାଇଥାଏ ଏବଂ ତହିଁରେ କୋଷାଣୁ ପଡ଼ିଲା ମାତ୍ରେ ତାହା ଉକ୍ତ ଶ୍ଳୈଷ୍ନିକ ଝିଲ୍ଲିକୁ ଖାଇ