ପୃଷ୍ଠା:Ama Deha (BB Patnaik 1940) o.pdf/୭୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୬
ଆମ ଦେହ

ମଇଳା ଓ କେତେକ ପାଣି ଅଂଶ ବାହାରିଯିବା ପରେ ତାହା ଛୋଟ ଛୋଟ ଶିରାବାଟେ ଫେରିଯାଏ । ଏହି ଛୋଟ ଛୋଟ ଶିରା ମିଶି ବଡ଼ ବଡ଼ ଶିରା ହୋଇଅଛନ୍ତି । ଶେଷରେ ଏହି ବଡ଼ ବଡ଼ ଶିରା

ମିଶି ଗୋଟାଏ ମାତ୍ର ବଡ଼ ଶିରା ହୋଇଅଛି । ଏହାକୁ ବୃକ୍କୀୟ ଶିରା କହନ୍ତି । ଏହି ଶିରା ଅଧରା ମହାଶିରାରେ ମିଳିଅଛି । ରକ୍ତ ଛଣା ହୋଇଗଲେ ତାହା ବୃକ୍କୀୟ ଶିରାବାଟେ ଆସି ଅଧରା ମହାଶିରାର