ଦେଖରେ ଦେଖରେ ଦେଖ କାନ୍ଥରେ ଘଡି ଏକ । ମୂଷା ଗଲା ତାକୁ ଚଢି ଏକ ବଜାଇଲା ଘଡି ମୂଷା ଗଲା ତଳେ ପଡି ପଳାଇଲା ଡରି ମରି । କନ୍ଥରେ ଘଡି ଏକ ଦେଖରେ ଦେଖରେ ଦେଖ ।