ସକାଳେ ଦିନେ କୂଅ ମୂଳକୁ ପାଣି ଆଣିବା ପାଇଁ ବାଲଟି ଧରି ଭାଇ ଭଉଣୀ ଦି ଜଣ ଥିଲେ ଯାଇ । ଗୋଡ ଖସଡି ପଡିଲା ରାମ ଉଠିଲା ନାହିଁ ଜମା ଘରକୁ ଦୁଇ ବାଲଟି ପାଣି ଆଣିଲା ଏକା ରମା ।