ବିଲେଇ ନାନୀ
ବିଲେଇ ନାନୀ କରିଛି ଉଷା ଏ ଯାଏ ଖାଇଛି ଗୋଟିଏ ମୂଷା ଦୁଇଟି ପୋକ ,ତିନିଟି ଜୋକ ତଥାପି ଲାଗୁଛି ଆହୁରି ଭୋକ । ଚାରି ଝିଟିପିଟି ପାଞ୍ଚଟି ବଣି କେମିତି କୋଊଠୁ ଖାଇବ ଆଣି ଅନେଇ ବସିଛି ବିଲେଇ ନାନୀ।