ପୃଷ୍ଠା:Asha Tara Dekhiba.pdf/୧୦୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭୂ-ପୂର୍ବ ଗ୍ରହଙ୍କର ବିଶେଷ ଅବସ୍ଥିତି

ସଂଯୋଗ ସମୟରେ ଗ୍ରହ ଦେଖାଯିବ ନାହିଁ, ସର୍ବାଧିକ ଲମ୍ବନ ସମୟରେ ଭଲ ଭାବରେ ଓ ବେଶୀ ସମୟ ପାଇଁ ଦେଖାଯିବ