ପୃଷ୍ଠା:Asha Tara Dekhiba.pdf/୧୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭିତର ଦେଇ ଦେଖିଲେ ତା’ର ରଙ୍ଗଗୁଡିକ ଅଲଗା ଦେଖାଯିବ । ଏହାକୁ ତା’ର ବର୍ଣ୍ଣାଳୀ କୁହାଯାଏ । ବର୍ଣ୍ଣାଳୀ ପରୀକ୍ଷାରୁ ତାରାମାନଙ୍କୁ ୭ଟି ଉତ୍ତାପ ଓ ରଙ୍ଗ ଶ୍ରେଣୀରେ ଭାଗ କରା ଯାଇଛି ।

ସବୁଠାରୁ ଗରମ ୦ ଶ୍ରେଣୀର ତାରାଗୁଡିକ ମୁଖ୍ୟତଃ ଆୟନରେ ଗଢ଼ା। । B. A ଶ୍ରେଣୀର ତାରାଙ୍କର ମୁଖ୍ୟ ଉପାଦାନ ହିଲିଅମ୍ ଓ ଉଦ୍‌ଜାନ ବାଷ୍ପ । ଅଧୁକ ଥଣ୍ଡା ତାରାମାନଙ୍କରେ ଧାତୁ ସବୁର ପରିମାଣ ବଢ଼ି ଚାଲେ । ପ୍ରାୟ ସବୁ ତାରା ଏହି ୭ଟି ଶ୍ରେଣୀରେ ରହି ପାରନ୍ତି । ଖୁବ୍ କମ୍ ସଂଖ୍ୟାର ବିରଳ ତାରାଙ୍କୁ ଆଉ ଚାରୋଟି ସ୍ୱତନ୍ତ୍ର ଶ୍ରେଣୀରେ ରଖା ଯାଇଛି ।

ବ‌ହିର ପଛ ଭାଗରେ ଥିବା ମାନ‌ଚିତ୍ରରୁ ଏହି ତାରାମାନଙ୍କୁ ଚିହ୍ନଟ କରା ଯାଇ ପାରିବ ।

୧୬