ପୃଷ୍ଠା:Asha Tara Dekhiba.pdf/୪୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହି ଭାବରେ ଆକାଶର ଅନେକ କିସମର ଚେପ୍‌ଟା ମାନ‌ଚିତ୍ର ତିଆରି ହୋଇଛି । କେତେ ଜ୍ୟୋତିର୍ବିଜ୍ଞାନୀ ତାରାମାନଙ୍କ ଆଟଲାସ ତିଆରି କରିଛନ୍ତି । ଠିକ୍ ଭାବରେ ବୁଝି କାମରେ ଲଗାଇଲେ ତାରାମାନଙ୍କ ବିଷୟରେ ଏଥିରେ ଅନେକ କଥା ଜାଣି ହେବ । ଆଉ ଆକାଶରେ ବାଟବଣା ହେବାର ଡର ରହିବ ନାହିଁ ।

[[ଫାଇଲ:|357px|page=47]]