ପୃଷ୍ଠା:Asha Tara Dekhiba.pdf/୬୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆକାଶ ବିଚିତ୍ରା

ସହଜରେ ଦେଖି ହେଉଥିବା କିଛି ବିଶେଷ ଗୁଣର ତାରା ଓ ଅନ୍ୟ ବସ୍ତୁର ତାଲିକା ଏହି ସାରଣୀଗୁଡ଼ିକରେ ରହିଛି । ଏଥିରୁ ଅଧିକାଂଶଙ୍କୁ ଖାଲି ଆଖିରେ ଦେଖି ହେବ । ଅନ୍ୟଗୁଡ଼ିକ ବାଇନୋକୁଲାର ବା ଛୋଟ ଦୂରବୀ‌କ୍ଷଣ ଯନ୍ତ୍ରରେ ଦେଖାଯିବ । ପୂରା ଅନ୍ଧାର ପରିବେଶରେ ଦୀପ୍ତି ୬ ପର୍ଯ୍ୟନ୍ତ ତାରା ଆଦିଙ୍କୁ ଖାଲି ଆଖିରେ ଦେଖି ହେବା କଥା । ତେବେ ଦୀପ୍ତି ୫ ପର୍ଯ୍ୟନ୍ତ ଦେଖିବା ନିଶ୍ଚୟ ସମ୍ଭବ । କ. ଅସ୍ଥିର ତାରା: (ମାନ‌ଚିତ୍ର ସଙ୍କେତ)

ତାରା ଦୀପ୍ତି ସୀମା ସମୟ କାଳ*(ଦିନ) ମାନ‌ଚିତ୍ର ପୃଷ୍ଠା
୧. ବୃକ୍ଷ‌ପର୍ବା-ଘ ୩.୬-୪.୩ ୫.୪ ୯୪
୨. ବୃକ୍ଷା‌ପର୍ବା-ଢ଼ (ଗାର୍ଣ୍ଣେଟ୍) ୩.୭-୫.୦ ଅନିୟମିତ ୯୪
୩. ବୀଣା-ଖ (ଶେଲିଆକ୍) ୩.୪-୪.୧ ୧୨.୯ ୮୮
୪. ଯ‌ଯାତି-ଖ (ଆଲ୍‌ଗଲ୍)ମାୟାବତୀ ୨.୧-୩.୪ ୨.୯ ୯୪
୫. ତିମିଙ୍ଗଳ-ଥ (ମାଇରା) ୩.୦-୯.୦ ୩୩୨ ୯୪
୬. ଶିଶୁମାର-କ ଧ୍ରୁବ ୨.୧-୨.୩ ୪.୦ ୬୬

* ଉଜଳ-କ୍ଷୀଣ-ଉଜଳ ଚକ୍ର ପୂରା କରିବା ପାଇଁ ସମୟ