ପୃଷ୍ଠା:Asha Tara Dekhiba.pdf/୬୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ମେସିଅର୍ କ୍ରମାଙ୍କ ବା ଅନ୍ୟ ନାମ ତାରକା ମଣ୍ତଳ ବର୍ଣ୍ଣନା ପ୍ରତୀତ ଦୀପ୍ତି ବ୍ୟାପ୍ତି ମାନ‌ଚିତ୍ର ପୃଷ୍ଠା
୧୦. ମ ୩୪ ଯ‌ଯାତି ବି.ପୁ. ୫.୫ ୩୦' ୯୪
୧୧. ମ ୪୧ ମୃଗବ୍ୟାଧ ବ.ପୁ. ୩୦' ୬୮
୧୨. ମ ୪୨(ଓରାୟନ୍ ନେବୁଲା) କାଳପୁରୁଷ ନେ. ୩୦'x୧୦'(କେନ୍ଦ୍ର) ୬୮
୧୩. ମ ୪୪(ପୁଷ୍ୟା/ବି ହାଇ‌ଭ) କର୍କଟ ବି.ପୁ. ୭୪
୧୪. ମ ୪୫ (କୃତ୍ତିକା/ପ୍ଲାଏଡ଼େସ୍) ବୃଷ ବି.ପୁ. ୧.୫ ୬୮
୧୫. ମ ୫୩ କୃଷ୍ଣାବେଣୀ ବ.ପୁ. ୭.୬ ୩.୫' --
୧୬. ମ ୫୪ ଧନୁ ବ.ପୁ. ୭.୫ ୪' ୮୨
୧୭. ମ ୮୧ ସପ୍ତର୍ଷି ନୀ. ୧୦'x୭' ୭୪
୧୮. ମ ୮୨ ସପ୍ତର୍ଷି ନୀ. ୮'x୨' ୭୪
୧୯. ଯ‌ଯାତି-ଏବ୍(h) ଓ ଭ ଯ‌ଯାତି ବି.ପୁ. ୪୫' ୯୪
୨୦.ମହିଷାସୁର-ର ମହିଷାସୁର-ର ବ.ପୁ. ୩.୫ ୩୦' ୭୮
୨୧. ତ୍ରିଶଙ୍କୁ-ଠ(ମୋତି) ତ୍ରିଶଙ୍କୁ ବି.ପୁ. ୧୦' ୭୮

ରାତି ଆକାଶର ଝାପ୍‌ସା ଦୃଶ୍ୟ ଭିତରେ ମୁଖ୍ୟ ହେଉଛି ଛାୟାପଥ । ଋତୁ ଅନୁସାରେ ଏହା ଗୋଟିଏ ସରୁ ପଟି ଆକାଶରେ ଅଲଗା ଅଲଗା ଦିଗରେ ଲମ୍ବି ରହିଥାଏ (ପୃଷ୍ଠା ) । ଛାୟାପଥ ନୀହାରିକାର ଦୁଇଟି ଛୋଟ ଅଲଗା ଖଣ୍ତ ଦକ୍ଷିଣ ମେରୁ ପାଖରେ ଦେଖାଯାଏ । ଏହି ଦୁଇଟି ବଡ଼ ଓ ଛୋଟ ମାଗେଲାନ୍ ମେଘ (ମାଗେଲାନିକ୍ କ୍ଲାଉଡ଼୍) ନାଁରେ ଜଣା । ଓଡ଼ିଶା ଅଞ୍ଚଳରୁ ଏହାଙ୍କୁ ଦେଖି ହୁଏନାହିଁ ।