ଏହି ପୃଷ୍ଠାଟି ବୈଧ ହୋଇସାରିଛି
ବର୍ଣ୍ଣବୋଧ ।

ମାଛ ଭାସଇ ।
କଳାଛତା ଧର ।
ଯାଦବ ବସଇ ।
ଆକାଶର ତାରା ।
ପାହାଡର ତଳ ।
ଊମାଭାଇ ରାମ ।

ଜାହାଜ ଆସଇ ।
ଧାନ ଚାଷକର ।
ମାଧବ ହସଇ ।
ବରଷାର ଧାରା ।
ଭଲ ଝର ଜଳ ।
ଉଷାଭାଇ ଶାମ ।

ହ୍ରସ୍ୱ ଇକାର ବନା ।

କିଚି
ଖିଛି
ଗିଜି
ଘିଝି

ଟିଠିଡିଢିଣିତିଥିଦିଧିନିପି
ଫିବିଭିମିଯିରିଳିଶିଷିସିହି ।