ପୃଷ୍ଠା:Bhasa o Jatiyata.pdf/୨୬

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 

- ଶ୍ରୀ ସିଂହବନ୍ଧ

୬) ସପ୍ତମ ଶତାବ୍ଦୀର ଶୈଳୋଭବବଂଶୀ ଦ୍ୱିତୀୟ ଧର୍ମରାଜଙ୍କ ନିବିନା ତାମ୍ରଶାସନ
- ପଶ୍ଚିମ ଦିଶହି ତ୍ରିକୂଟ ଜୋଡପାଦାଦି ବଣରାଇ ବାଲିକ ବଙ୍କସିନ୍ଦ ବଣରାଇ, ଉତ୍ତର ଦିଶହି ତ୍ରିକୂଟ । ପାଣିସାଖ ତ୍ରିମଣି ବାଢୈବଣି । ଉତ୍ତର ଦିଶହି ଦିଘଶିଳ । ପୂର୍ବେହଃତବଣରାଇ ବାଡ । ପୂର୍ବ ଉତ୍ତର କୋଣେହି ସୋମଣି ତ୍ରିକୂଟxxxx ।

୭) ନବମ ଶତାବ୍ଦୀର ବଜ୍ରହସ୍ତଦେବଙ୍କ ପାରଳାଖେମୁଣ୍ତି ତାମ୍ର ଶାସନଃଭିଲେଖ
-ଓଁ ରାଜରାଣୀ ଓଡିବିସଇ ବିଦଗଧ ତେଲସି ଗାମଇଂଦ ନନ୍ଦଣୋଦୟ ତଷ୍ଟ ସାହସ ଦିନହୋମଣ୍ତି ମିଳନ୍ତ ଦିନ ।

୮) ଦଶମ ଶତାବ୍ଦୀର ଜୈନ ବିଗ୍ରହତଳେ ଖୋଦିତଃଭିଲେଖ (ସୋରର ଗଣ୍ତିବେଡା ଗ୍ରାମରୁ ଆବିଷୃତ ତ‌ଥା ଓଡିଶା ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ)
-ଦେବକୁହି ଭଗତି କରୁଣ । ଛନ୍ତି ଭୋ କୁମାରସେଣ

୯) ଏକାଦଶ ଶତାବ୍ଦୀ (୧୦୫୧)ର ଚିକାକୋଲଜିଲ୍ଲା ଅନ୍ତର୍ଗତ ଉରଜାମ୍ ଗ୍ରାମରେ ଥିବା ଧବଳେଶ୍ୱର ମନ୍ଦିର ଶିଳାଲେଖ
-ସ୍ୱସ୍ତି ସମରମୁଁ ଖାନେକରିପୁଦର୍ପ‌ପ ମର୍ଦନ ଭୁଜବଳ ପରାକ୍ରମ ଗଙ୍ଗାନ୍ୱୟାବଲମ୍ବନ ସ୍ତମ୍ଭ ଶ୍ରୀମଦ ଅନନ୍ତବର୍ମଦେବ ବିଜୟରାଜ୍ୟ ସମ୍ବତ୍ସର ୧୬ ତୁଳାମାସ ଶୁକ୍ଳପକ୍ଷ ଦିନ ପଞ୍ଚମୀ ସଣୀବାରୈଂୟୁରୁଜାମୈଳଣଦୟା

୧୦) ଦ୍ୱାଦଶ ଶତାବ୍ଦୀର ରାଜରାଜଦେବ (୧୧୭୦-୧୧୯୪ ଖ୍ରୀ)ଙ୍କ ଦ୍ୱାରା ଲିଙ୍ଗରାଜ ମନ୍ଦିର ତୃତୀୟ ଦ୍ୱାରର ପୂର୍ବକାନ୍ଥରେଖୋଦିତ ଓଡିଆ ଅଭିଲେଖ

-ସ୍ୱସ୍ତିଶକ ୧୦୯୪ ଶ୍ରୀମଦରାଜରାଜ ଦେବର ପ୍ରବର୍ଧମାନ ବିଜୟରାଜ୍ୟ ସମ୍ବତ୍ ୪ ଧନୁ କୃଷ୍ଣ ୯ ସୋମ‌ବାରେ ଶ୍ରୀ ଉତ୍ତରେଶ୍ୱରଦେବର କ୍ଷେତ୍ର ତପୋବନ ସ୍ଥାନେ ଦୀପଦାନା...ତ ତପୋଧନ ଶୈକାରାଧ (କ) ରାଜଗୁରୁ...ଆରୋପଡା ଗ୍ରାମୀୟ ସାଧୁ ପ୍ରଜାନାଏକ ଛା...ଦିଲା ସମସ୍ତ ଗ୍ରହଣେ ସୁବର୍ଣ୍ଣ୍ ପଞ୍ଚମାଢxxx ।

୧୧) ୧୩ଶ ଶତାବ୍ଦୀର ଅନଙ୍ଗଭୀମଦେବଙ୍କ ଜଗନ୍ନାଥମନ୍ଦିର ବେଢ଼ାର ଉତ୍ତରପାର୍ଶ୍ୱରେ ଥିବା ପାତାଳେଶ୍ୱର ଶିବମନ୍ଦିର ଭିତ୍ତିରେ ଖୋଦିତ ଅଭିଲେଖ (୧୨୨୫ ଖ୍ରୀ.)

-ସିଦ୍ଧମ ସ୍ୱସ୍ତି ସାକାବ୍ଦ (୧୪)୭ ସ୍ୱସ୍ତି ଶ୍ରୀ ଅନଙ୍କ ଭୀମଦେବଶ୍ୟ ପ୍ରବ(ର୍ଦ୍ଧମାନ) ବିଜ(ୟ) ରାଯେ ସମ୍ବତ ଶ୍ରାହି୧୫ ଆଷାଢ଼ ସୁକ୍ଳ ଗୁରୁବାରେ ଶ୍ରିକରଣ ସୁରୁସେନାପତିଙ୍କ ଭୂମି ଦତ୍ତ ଶ୍ରୀପୁରୁଷୋତ୍ତମଦେବ କୁଇ ନିବେଦ୍ୟ (ଦୂଗ୍‌ଧଘୃତ) ଚାଉଳ ଦ‌ହି(ଇମାନ)ଣ୍‌ଗ୍‌କଇ କ୍ଷଗୋପଡାଇ ମାହାଦେବ ପାଢିକା(ଙ୍କ)ଗୋଚରେଂ ଦଖିଘୃତ ତାମ୍ବୋଳ ବ୍ୟଞ୍ଜନ ସ‌ହିତେ ଦତ୍ତଭୂମି ବାଟି ୩।

୧୨) ୧୪ଶ ଶତାବ୍ଦୀର ନରସିଂହ ଦେବ ୪ର୍ଥଙ୍କ ଜାଜପୁର ଶିଦ୍ଧେଶ୍ୱର ମ‌ନ୍ଦିର ଶିଳାଲେଖ

- (ବୀର) ଶ୍ରୀ ନରସୀଙ୍ଘ ଦେବ (ଙ)କଂ ବୀ(ଜେରା)ଜେ ସମଥୁ ୧୯ ସ୍ରାହି କ‌କଡା କୀଷ୍ଣ ୧୪ ଚନ୍ଦ୍ରବାରେ ଚତୁରୁଦିଗେ ଦଣ୍ତ ପରୀକ୍ଷା ଶ୍ରିତ୍ର(ଣ) ପଟନାୟଏକ ବେହୋରଣେଏ ଦଣ୍ତପାଟର ପସା(ଇ)ତ ମୁଦୁଲି କୋଠତ୍ରଣ ଭାଗଲୋକ ।