ପୃଷ୍ଠା:Bhasa o Jatiyata.pdf/୯୧

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ଭାଷା ଓ ଜାତୀୟତା
 

ଭାଷା ଓ ଜାତୀୟତା ୧୮୩୭ରେ ତକ୍ରାଳୀନ ବଡ଼ଲାଟଙ୍କୁ ଏକ ପତ୍ର ଲେଖି ଓଡ଼ିଆଙ୍କ ପ୍ରତି ଷ୍ଟାର୍ଲିଂ ସାହେବଙ୍କ ବୈମାତୃକ ଭାବନାକୁ ର୍ଶାଇବା ସହ ଶିକ୍ଷା କ୍ଷେତ୍ରରେ ଅବହେଳିତ ଓଡ଼ିଆଙ୍କୁ ଯି ଠିକ୍ ଶିକ୍ଷା ିଆଯାଇପାରନ୍ତା, ତେବେ ସେ ଅନ୍ୟାନ୍ୟ ଜାତିଠାରୁ ଅଧିକ ବିଶ୍ୱସ୍ତ ହୋଇପାରନ୍ତେ ବୋଲି ମତପ୍ରାନ କରିଥିଲେ । ଏହି ଉକ୍ତି ସେହି ସମୟରେ ସ୍ଥାପିତ ଆଧୁନିକ ବି୍ୟାଳୟରେ ଓଡ଼ିଆଭାଷା ଶିକ୍ଷାପ୍ରାନର ପ୍ରଥମମଞ୍ଜି ବୁଣିଥିଲା । ଫଳସ୍ୱରୂପ ଆଧୁନିକ ବି୍ୟାଳୟରେ ମାତୃଭାଷା ଓଡ଼ିଆ ମାଧ୍ୟମରେ ଶିକ୍ଷା ପ୍ରାନପାଇଁ ୧୮୪୪ ମସିହାରେ ୮ଟି ଭାଷା ବି୍ୟାଳୟ ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ରେମୁଣା, ଭ୍ରଖ, କେନ୍ଦ୍ରାପଡ଼ା, ମାହାଙ୍ଗା ଓ ହରିହରପୁରଠାରେ ସ୍ଥାପିତ ହେଲା । ଓଡ଼ିଶାରେ ପ୍ରଥମକରି ମୌଲବୀ ଅବୁଲ ୱାହିଙ୍କ ବ୍ୟକ୍ତିଗତ ଉ୍ୟମ ଫଳରେ ନରସିଂହପୁରଠାରେ ଭାଷା ବି୍ୟାଳୟ ସ୍ଥାପିତ ହୋଇଥିଲା । ଏହି ସମୟବେଳକୁ କିଛିକିଛି ଓଡ଼ିଆ ପୁସ୍ତକ ରଚିତ ହୋଇ ସାରିଥିଲା । ୧୮୦୪ରେ ଓଡ଼ିଆ ପଣ୍ଡିତ ପୁରୁଷୋ•ମ ରାମ ଓ ମୃତୁ୍ୟଂଜୟ ବି୍ୟାଳଙ୍କାରଙ୍କ ସହାୟତାରେ ଉଇଲିୟମ କେରି ଓ ୱାର୍ଡସାହେବ ଓଡ଼ିଆ ଭାଷାର ପ୍ରଥମ ପୁସ୍ତକ ଭାବରେ ‘ବାଇବେଲ’ର ଅନୁବା କରିଥିଲେ । ଏହି ବର୍ଷ ପୁରେୁ ଷା•ମ ରାମ ମଧ୍ୟ ‘ଇ ଏକ୍ସବଜ୍ଞଜ୍ଞବକ୍ସ କ୍ଟଲ ଗ୍ଧଷର ଙକ୍ସସଗ୍ଦଗ୍ଦବ ଖବଦ୍ଭଶଙ୍କବଶର’ ନାମକ ଓଡ଼ିଆ ବ୍ୟାକରଣ ବହି ଇଂରେଜୀଭାଷାରେ ଲେଖି ଇଂରେଜମାନଙ୍କୁ ସହଜ ଓଡ଼ିଆଭାଷା ଶିକ୍ଷାର ପ୍ରଥମ ଉ୍ୟମ ଆରମ୍ଭକଲେ । ଏହାପରେ ଗାଧର ବି୍ୟାବାଗୀଶ‘ଓଡ଼ିଆ ଭାଷାର ବ୍ୟାକରଣ’(୧୮୦୬), ଆମସଟନ ‘ଇଦ୍ଭ ଓଦ୍ଭଗ୍ଧକ୍ସକ୍ଟୟଙ୍କମଗ୍ଧକ୍ଟକ୍ସଚ୍ଚ ଶକ୍ସବଜ୍ଞଜ୍ଞବକ୍ସ କ୍ଟଲ ଗ୍ଧଷର ଙକ୍ସସଚ୍ଚବ ଖବଦ୍ଭଶଙ୍କବଶର’(୧୮୩୧) ଓ ବିଶ୍ୱମ୍ବର ବି୍ୟାଭୂଷଣ ‘ଙକ୍ସସଚ୍ଚବ ଏକ୍ସବଜ୍ଞଜ୍ଞବକ୍ସ’ (୧୮୦୩) ଡବ୍ଲୁ୍ୟ.ସି.ଲେସି ‘ଓଡ଼ିଆ ବ୍ୟାକରଣ ସାର’ (୧୮୫୫), ରଘୁନାଥ ମିଶ୍ର ‘ପ୍ରବେଶିକା ବ୍ୟାକରଣ’ (୧୮୫୮), ଫକୀର ମୋହନ ସେନାପତି ‘ଉକ୍ରଳ ସରଳ ବ୍ୟାକରଣ’(୧୮୬୭), ଲିଙ୍ଗମ୍ ଲକ୍ଷ୍ମୀଜୀ ପଣ୍ଡିତ ‘ଇ ଚକ୍ସବମଗ୍ଧସମବକ୍ଷ ଏକ୍ସବଜ୍ଞଜ୍ଞବକ୍ସ କ୍ଟଲ ଗ୍ଧଷର ଙୟଷକ୍ସବ ଖବଦ୍ଭଶଙ୍କବଶର’ (୧୮୬୯), ବିଚ୍ଛନ୍ଦ ଚରଣ ପଟ୍ଟନାୟକ ‘ଉକ୍ରଳ ବ୍ୟାକରଣ ସଂକ୍ଷେପ’ (୧୮୬୯), ଗୋପାଳ ଚନ୍ଦ୍ର ପଟ୍ଟନାୟକ ‘ବ୍ୟାକରଣ କୌମୁୀ’ (୧୮୭୦) ପ୍ରଭୃତି ଲେଖକଙ୍କ୍ୱାରା ଓଡ଼ିଆ ବ୍ୟାକରଣ ସଂପର୍କୀତ ପୁସ୍ତକ ରଚିତ ହୋଇଥିଲା । ପୁଣି ମଧ୍ୟ ଏହି ସମୟ ମଧ୍ୟ ଇଂରାଜୀ-ଓଡ଼ିଆ, ଓଡ଼ିଆ-ଓଡ଼ିଆ ଓ ଓଡ଼ିଆଇଂରାଜୀ ଅଭିଧାନମାନ ମଧ୍ୟ ରଚିତ ହୋଇଥିଲା । ସର୍ବପ୍ରଥମେ ମୋହନପ୍ରସା ଠାକୁର ୧୮୧୧ରେ ‘ଠକ୍ଟମବଭଙ୍କକ୍ଷବକ୍ସଚ୍ଚ କ୍ଟଲ ଙକ୍ସସଚ୍ଚବ ବଦ୍ଭୟ ଋଦ୍ଭଶକ୍ଷସଗ୍ଦଷ ଲକ୍ଟକ୍ସ ଗ୍ଧଷର ଟଗ୍ଦର କ୍ଟଲ ଝଗ୍ଧଙ୍କୟରଦ୍ଭଗ୍ଧଗ୍ଦ’ ରଚନା କରି ୩୨ଟି ବିଷୟକ୍ରମରେ ୪୨୪୬ଟି ଶବ୍ଦର ଅର୍ଥ ବ୍ୟାଖ୍ୟା କରିଥିଲେ । ଏହାପରେ ୧୮୪୧ରେ ଆମସ୍ ସଟନଙ୍କ ‘ଙକ୍ସସଚ୍ଚବ ଊସମଗ୍ଧସକ୍ଟଦ୍ଭବକ୍ସଚ୍ଚ’ର ୧ମଭାଗ ଓ ୧୮୪୩ ସୁଦ୍ଧା ଅନ୍ୟ ୨ଟିଭାଗ ଓଡ଼ିଆ ଅକ୍ଷର କ୍ରମିକାନୁସାରେ ପ୍ରକାଶିତ ହେଲା । ୧୮୬୮ରେ ୱିଲିୟମ ମିଲର ଓ ରଘୁନାଥ ମିଶ୍ରଙ୍କ୍ୱାରା ‘ଙକ୍ସସଚ୍ଚବ ଊସମଗ୍ଧସକ୍ଟଦ୍ଭବକ୍ସଚ୍ଚ ଙ୍ଗସଗ୍ଧଷ ଙକ୍ସସଚ୍ଚବ ଝଚ୍ଚଦ୍ଭକ୍ଟଦ୍ଭଚ୍ଚଜ୍ଞଗ୍ଦ’(ଉକ୍ରଳ ଭାଷା ଅଭିଧାନ) ରଚିତ ହେଲା, ତେବେ ଓଡ଼ିଆଙ୍କ୍ୱାରା ପ୍ରଥମ ଓଡ଼ିଆ ଅଭିଧାନ ରଚନାର ଶ୍ରେୟ ିଆଯାଏ ଚତୁର୍ଭୁଜ ପଟ୍ଟନାୟକ ଓ ଶିବନାରାୟଣ ମହାନ୍ତଙ୍କୁ ତାଙ୍କର ‘ଶବ୍ଦନିଧି’