ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୧

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

- ଅ୦ ଘୂମ ସଂସ୍କ ଉର ବା ଏସିଆ ଭୂଖଣ୍ଡର ଅନ୍ୟାନ୍ୟ ଅଞ୍ଚଳରେ ବ୍ୟାପକ କଟ୍‌ଇ ଥବେ ! ଏଥରୁ ବେଶ୍ ଅନୁମାନ କରି ହୁଏ ଯେ, ଖ୍ରୀଷ୍ଟ୍ରୀୟ ଅଷ୍ପମ ନବମ ଶବ୍ଦୀ ପୂର୍ଯ୍ୟନ୍ତ ଉତ୍କଳୀୟ ବଣିମାନେ ସମୁଦ୍ର ବକ୍ଷରେ ବାଣିଜ୍ୟ ପୋଭ ନେଇ ସୁଦୂର ବଈ, ଜାଭ, ସୁaନ୍ସ, ଇନେସିଆ ଆଦି ସ୍ଥାନକୁ ବାଣିଜ୍ୟ ଉଦ୍ଦେଶ୍ୟର ଯାଉଥିଲେ । ଅଦ୍ୟାପି ସେମାନ ର ସୂ ,ଏ ଉପର ଜନମନ ସରେ ସଜାଗ ହୋଇ ରହିଛି । କାର୍ତ୍ତିକ ପୂର୍ତ୍ତିମା ଦନ ଉଳଳର ଅବାଳ ଦୃଦ୍ଧ ବନିତା! ଅଢର ନୌସଂସ୍କ, ଭକୁ ସ୍ମରଣ କରି ସେଦନ ବ୍ରାହ୍ମ ମୁହ ଔରେ ‘ଡ଼ଙ୍ଗାଉସୀ ଉତ୍’ ପାଳନ କରନ୍ତୁ । ତେଣୁ ଏହି ଉତ୍କଳୀୟ ବଶିନେ ଝମାୟୁ ସଂସ୍କ,ପକୁ ବିଦେଶରେ ପ୍ରଗ୍ଧର କଟଇଦାର ରୁଦାୟିତ୍ୱ ଋଣ କରିଥିଲେ । ବ୍ରହ୍ମଦେଶରେ ସୃଷ୍ଟ୍ରୀୟ ଅଷ୍ଟାଦଶ ଶତାବ୍ଦୀରେ ‘ଗୃୟାଗନ୍ ” ନାମକ ଖଣ, ଏ ଗୃମାଣ ରଚିତ ହୋଇଥିଲା । ଏହା ବ୍ୟଗତ ସପ୍ତଦଶ ଶତାବ୍ଦୀ ରୁ ଆରମ୍ଭ କର ଉନବିଂଶ ଶତାବ୍ଦୀ ପୂର୍ଯ୍ୟନ୍ତ ଫରାସୀ, ଡଚ, ଟେନ, ଜନ ବର୍ଦ୍ଧମାନେ ରାମାୟଣ ଉପରେ ଅନେକ ଆଲେଚନା ମୂଲକ ପ୍ରବନ୍ଧ ଲେଟିଛନ୍ତି । * ସଂସ୍କୃତ ସାହିତ୍ୟରେ ରମକଥା :--- ବୈକ ସାହିତ୍ୟ, ଜୈନ, ବୈଜ ସାହଜ୍ୟରେ ଗ୍ରାମର ଆଲେଚନା କରିବା ପରେ, ସଂସ୍କ,ଭ ସାଦୃଢରେ, ରାମାୟଣୀୟ ଚରର ଅବତୀରଣ କରିବା ସମଚୀନ ହେବ । ସଂସ୍କ,ଜ ଘଷାରେ ଲିଖିତ କାବ୍ୟମାନଙ୍କରେ ମୁଖ୍ୟତଃ ଶ୍ରୀରାମ ଲଲା ଓ ଶ୍ରୀକୃଷ୍ଣ ଲୋ ବଣ୍ଠିତ ହୋଇଛି । ଉଭୟ ଲିଲା ମଧ୍ୟରେ ଶ୍ରୀରାମ କା ମୂଳକ କାବ୍ୟ, ନାକ, ଖଣ୍ଡକାବ୍ୟ ୧ ଚମ୍ପ, ଅଦର ସଂଖ୍ୟା ଆଦୌ ଉଣ ନୁହେ । | ମହର୍ଷି ବାଳକଙ୍କୁ ଅର୍ଷ ତାମାୟଣ କୁ ଆଧାର କରି ସଂସ୍କୃତ ଘଷାରେ ଯେତେ ଖଣ୍ଡ କାବ୍ୟ ରଚିତ ହୋଇଛି, ତନ୍ମଧରେ ସୁସମ୍ବନ୍ଧ ପୂର୍ଷ କାବ୍ୟ ରଚନା କରିଛନ୍ତ ମହାକବି କାଲଦାସ । କାଲଦୀସଙ୍କ କାବ୍ୟ ଓ ନାକ ମଧ୍ୟରେ ରଘୁବଂଶ ମହାକାବ୍ୟ’ର ସ୍ଥାନ ସ୍ୱତନ୍ତ୍ର । ସେଥରେ ଶ୍ରୀରାମଚନ୍ଦ୍ରଙ୍କ ପୂର୍ବ ପୁରୁଷ ଦଳଙ୍କ ଠାରୁ ଆରମ୍ଭ କର ଶ୍ରୀରାମଚନ୍ଦ୍ରଙ୍କ ସମସ୍ତ କାର୍ଯ୍ୟ କଳାପ ବଣ୍ଡି ଭ ହୋଇଛି । ଏହି କାବ୍ୟର ଉଣେଇଶଟି ସର୍ଗ

  • ରାମକଥା --- ସ୍ୱର୍ଗତଃ ଫାଦର କାମିଲ ଭୁକେ । ପୃଷ୍ଠା ୨୬୧ -- ୨୮୫