ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୫

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ମୁଖବନ୍ଧ
ବିଦଗ୍ଧ ଚିନ୍ତାମଣି

w ତାହା ମୁଁ ସ୍ଵୀକାର କରେ । କିନ୍ତୁ ଦେଶକାଳପାଦର ବସ୍ତୁର ମଧ୍ୟ ତସଙ୍ଗେ କରଣୀ । କାଲିଦାସ, ଭବଭୂତ, ବାଣଭଞ୍ଜ, ମାଘ, ସିଂହର୍ଷଙ୍କ କୃତରେ ଶୃଙ୍ଗାର ଦେଖି ପ୍ଲେଜରଜ “ସରସ୍ଵତୀକଣ୍ଠାଭରଣ’ରେ କହିଅଛନ୍ତ ରସର ପ୍ରାଧାନ୍ୟ “ଶୃଙ୍ଗାର ଚେର୍, କମଃ” । ଆଜ କର୍ମଶାସ୍ତ୍ର ଉପେକ୍ଷିତ; କାରଣ ଭଦ୍ବାର ସମାଜରେ ବଶୃଙ୍ଖଳା ଓ ବ୍ୟଭଗ୍ଧରଭାର ଆଶଙ୍କା ଲେକେ କରନ୍ତି । କାମସୂର୍ବପ୍ରଣେତା ଜିତେନ୍ଦ୍ର ମହାପ୍ରାଣ ବାସ୍ୟାୟୁନ ଜଗତର ସୁପ୍ରଜନନ ତଥା ପ୍ରକୃତ ମାନବ ଜୀବନର ସଂସ୍ଥିତ ନିମିତ୍ତ କରୁଶୈକହୃଦୟରେ ଯେ ଶାସ୍ତ୍ର ଲେଖି ଅଛନ୍ତୁ; ଯାହା ପାଠ କଲେ ଜଣାଯାଏ, ତାହା କାମୁକ ନମନ୍ତେ—ପାଶକବୃତ୍ତର ଚର୍ଥତା କମି ହୋଇନାହିଁ ;—ତାହା ଜଗତର ମଙ୍ଗଳ ନମିଶ୍ର, ଜୀବନକୁ ନମିତ କଣ୍ଟାବା ନମିତ୍ତ । ମାନବଜୀବନର ସୂକ୍ଷ୍ମ ପର୍ଯ୍ୟାଲୋଚନା ଦ୍ଵାଇ ଯେଉଁ ଆର୍ଯ୍ୟ ଧର୍ମ, ଅର୍ଥ, କାମ, ମୋକ୍ଷକୁ ଚତୁବର୍ଗ ବା ଜୀବନର ଅପରତ୍ୟାଜ୍ୟ ମୁଖ୍ୟ ବୋଲ ନିର୍ଧାରଣ କରିଥୁଲ, ସେହି ଆର୍ଯ୍ୟ କାମର ଉପଯେ ଗିଢା ଲଖିତ ଉଦ୍ଦେଶ୍ୟଚରୁଷ୍ପ ଉପଲବ୍ଧ କର- ଥୁଲ ଏବଂ ତାହାର ବସ୍ତୁର ଓ ବିଶ୍ଳେଷଣରେ ପ୍ରବୃତ୍ତ ହୋଇଥିଲା । ସାବଜନକ ମଙ୍ଗଳସାଧନପରସ୍ପଣ ସେହ ଆର୍ଯ୍ୟ ମାନକ ପ୍ରକୃତର୍ ଜୈଜ୍ଞ ଶକ୍ତକୁ ଏକା- ବେଳେ ଉପେକ୍ଷା କରି ପାରୁ ନ ଥୁଲ ବା ଆଧୁନିକ-ମନଙ୍କ ପ୍ରାୟ ଅବଶ୍ୟମ୍ଭାଖକୁ ତୁଚ୍ଛ ମନେକର ଚକ୍ଷୁ ମୁଦ୍ରିତ କରିପାରି ନ ଥିଲା । ଏଭଦୃଷ୍ଟିରେ ମହାକବ କାଳଦାସଙ୍କଠାରୁ ଶ୍ରୀହର୍ଷଙ୍କ ପର୍ଯ୍ୟନ୍ତ କବିମାନେ ସ୍ଵକୃତର ସ୍ଥଳବିଶେଷରେ କାମସୂହାଁନୁଯାୟୀ ବାକ୍ୟମାନ ଯୋଜନା କରି ଅଛନ୍ତି। ଏହି ଲେକଶିକ୍ଷକମାନଙ୍କର ଏବଂଧ ଆଚରଣ ଦୋଷାବହ ନୁହେ, ବରଂ ଶ୍ରେସ୍ଟିସ୍କର । ଉତ୍କଳ-ସାହିତ୍ୟରେ ଆଦି ରସର ସୂର୍ବପାତ ପ୍ରଥମତଃ ଶୂ ଦ୍ରମୁନ ଶାରଳା- ଦାସଙ୍କଠାରୁ ଆରମ୍ଭ ହୋଇଥିଲେ, ସମାଦୃଣକାର ବଳରମ ଦାସ ଏହାର ଅତମାନ୍ଦ ଉଶ୍ଳେଷଣର ପଥପ୍ରଦର୍ଶକ । ଏହାର ପଦ୍ମପୁଞ୍ଜିର ସୀମା ଉପେନ୍ଦ୍ର ଭଞ୍ଜଙ୍କ କୃଷିରେ ପରିଦୃଶ୍ୟ । ଅଭିମନ୍ୟୁ ପ୍ରଭୃତି ପରବର୍ତ୍ତୀ କବମାନେ ଏ ବିଷୟରେ ଭଞ୍ଜଙ୍କ ପଦାଙ୍କ ଅନୁସରଣ କରି ଅଛନ୍ତି ମା । ଯାହାହେଉ, “ସ ମଧ୍ୟ ସ୍ତଂ ଗହିତମ୍” । ସେହରେ ଦେଷ ଗ୍ରୁପ ନ କରିବା ମଧ୍ୟ ଅନୁଚିତ । ଦୋଷ ଅଛି । କିନ୍ତୁ କେବଳ ଦୋଷ ଦର୍ଶନ ଛଳରେ କବଙ୍କର କୃଷି ପାଠ କରିବା ଶୂକରର

ବୃଷ୍ଟି ମାନ୍ଧ ସିନା ।