ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୬

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ମୁଖବନ୍ଧ
ବିଦଗ୍ଧ ଚିନ୍ତାମଣି

w/ ଉଜ୍ଜଳ,-ମଧୁର ରସ କୁହାଯାଏ ନରଦେହ ଆଶ୍ରମ୍ଭ କରି ଆଦୌ ମାନବରୂପ ପରିଗ୍ରହ ପୂର୍ବକ ମାନକୋ ଆଦରସ “ବଦଗ୍ଧ-ଚନ୍ତାମଣି”ର ସ୍ଥାୟୀ ରସନୁହେ;-ତାହା ମଧୁର । ମୁଁ “ରହସ୍ୟମଞ୍ଜର’’ର ମୁଖବନ୍ଧରେ କହିଅଛୁ, ସାଧାକୃଷ୍ଣବଷକ ରତକୁ ଶୃଙ୍ଗାର, । ସେ ରତ ପରକା; ଶ୍ରୀକୃଷ୍ଣ ଭଗବାନ୍ ମାନକୋଶଭ ଲଳ ମାନ କରି ଅଛନ୍ତି । ବିଧା ମଧ୍ୟ ବିୟାକଳାପ କରିଅଛନ୍ତି । ସେ ଉଭସ୍ତଙ୍କ ଚରତରେ ମାନବ ଧର୍ମ, ମାନକ ଆକ୍ଟର ପରିଦୃଷ୍ଟ ହୁଏ । ଗୋପୀମାନଙ୍କ ତାହାଙ୍କ ରମଣ ମ ନବୋଚଢି —କାରଣ ସେ ମାନବ, ଡଗ ପୀ-ନେ ମାନଘ ଏହି ମାନବନ ମଧ୍ୟରେ ଦେହ କେତେଦୂର ପଶ୍ଚି ହୋଇପାରେ, ସହ ମା ତାହା ଏହି ଗୋପଲୀଳାରେ ପରଦୃଷ୍ଣ । ଦ୍ରାଘବତା ଓ ମଥୁଘର ପ୍ରି ୟାମାନେ ମଧ୍ୟ ମାନଗ । ଢ ଙ୍କ ସହିତ ମଧ୍ୟ ମାନବେଚିତ ରମଣ; କିନ୍ତୁ ତାହା ଗେ,ପଲୀଳା ପ୍ରାୟୁ ଉଚ୍ଚସ୍ଥାମସ୍ତୁ ନୁହେ । ସେହି ମାନବଧର୍ମରେ ଭାରତମ୍ୟ ଅଛି । କୃଷ୍ଣ ସବଂନ୍ଧ ସମାନ ନହନ୍ତି । ପ୍ରିୟାମାନେ ମଧ୍ୟ ସମାନ ନୁହନ୍ତି । ରମଣରେ ମଧ୍ୟ ଭେଦାଖ୍ୟା ଅଛୁ । ଭଗବାନଙ୍କର ଉକ୍ତ ପ୍ରସ୍ଟାମାନଙ୍କ ରଣବର୍ତ୍ତନ ମାନାବେଶ କର- ବାକୁ କବି ବାଧ । ପୁରୁଣକାରମାନେ ତାହାହିଁ କରି ଅଛନ୍ତି । ସେହି ହେତୁ ଶ୍ରୀକୃଷ୍ଣଙ୍କ ଗୋପଲୀଳା-ବଷକ କାବ୍ୟମାନ ଶୃଙ୍ଗାରରସାଶି ଭ । ବିଦ୍ୟାପତ, ଚଣ୍ଡୀଦ ସଙ୍କଠାରୁ ଆରମ୍ଭ କରି ପ୍ରାଚୀନ ଧରଣର ଅଧୁନ,ତନ କବିମାନଙ୍କ ପର୍ଯ୍ୟନ୍ତ ସମସ୍ତେ ସେହି ଶୃଙ୍ଗାର ରସକୁ ଅପମାନ ବିଶ୍ଳେଷଣ କରି ଅଶୀଳତାର ସୀମାକୁ ଅଧିକାର କରି ଅଛନ୍ତି । ସେହି ଅଶ୍ଳୀଳତାକୁ ଗ୍ରହଣ କରିବାରେ କ ମଧ୍ୟ ଭକ୍ତକବି ଉତ୍ସବଷୟୁର ବରପ୍ରସଙ୍ଗରେ ବାଧ୍ୟ ହୁଅନ୍ତି । ବର୍ତ୍ତ ଜୟୁଦେବ ‘ଗୀତଗୋବନ୍ଦ’ରେ ମାନବରୁଶବଗ ପୁରୁଷାଭାଦକୁ ସ୍ଥାନ ଦେଇଅଛନ୍ତି । 66 ଶ୍ରୀକୃଷ୍ଣ ପରମ, ଆତ୍ମା । ସୁଧା ପ୍ରକୃତ୍ତ । ଯେତେବେଳେ ପ୍ରକୃତ କୃଷ୍ଣଙ୍କ ଅଧୀନ, ଭେତେବେଳେ ପରମ ଉପର ଏବଂ ପ୍ରକୃତ ଅଧଃ । ପ୍ରକୃତି ପୁରୁଷର ସମ୍ମୁଖରେ ବା ସମତାକୁ ଆପଣାକୁ ଆଣି ପାରବାରେ ସ୍ଵତଃ ଅକ୍ଷମ—ଯାହା ଇଂଗଜ ଭାଷାରେ “God is transcendent” । ସେତେବେଳେ ଭଗ- ବାନ୍ ‘ଲୀଳାବଧୂକଳେବରଂ’ ନୁହନ୍ତି । ଯେତେବେଳେ ଭଗବାନ୍ ଲଳିବପୁ ଧାରଣ କରନ୍ତି, ସେତେବେଳେ ତାଙ୍କ ଲୀଳା ପ୍ରକୃତରେ,–ପ୍ରକୃତର ଅନ୍ତରରେ। ତାହା ‘ଗୀତଗୋବିନ୍ଦ’-କବ ଓ ଅନ୍ୟାନ୍ୟ କବିମାନେ ପ୍ରକୃତର ପୁରୁଷ ପ ବୋଲି କହନ୍ତି । ଏହାକୁ ଇଂଗଜ ଭାଷାରେ “God is immanent" କୁହା- ଯାଏ । ପୂର୍ବୋକ୍ତ ଉଭବଧ ବିଷର ପ୍ରପଞ୍ଚ-ନିୟାରେ ଘୋର ଅଶ୍ଳୀଳତା

ଅବଲମ୍ବିତ ହୋଇଅଛୁ । ସାଧାରଣ ଦୃଷ୍ଟିରେ ଏହା ଅଶ୍ଳୀଳବତ୍ ପଖ ମାନ