ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୯

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ମୁଖବନ୍ଧ
ବିଦଗ୍ଧ ଚିନ୍ତାମଣି

ତ କଳ ସନତାର ପରକ ସିନା କଳା ଉତ୍କୃଷ୍ଣ ଜୀବନର ଅବଲମ୍ବନ । ତଦନୁଯ ସ୍ତ୍ରୀ ଆମ୍ଭମାନଙ୍କର ଏପରି ସାହିତ୍ୟିକ ରୁଚ ପ୍ରାକୃତ ଜୀବନର ପରିମାପକ ନୁହେ କି ? ପକ୍ଷାନ୍ତରେ ସ୍ଵାଗ୍‌ବସୁନ୍ଦର ବିଷୟରେ ଅଭ୍ୟଧିକ ଅଳଙ୍କାରର ବନ୍ୟାସ ମଧ ନଷ୍ଠ ୟୋଜନ, ତଥା ଦେ'ଷାବହ । ତାହା ଭସ୍ମୀ ପରିମାଣରେ ଦୃଷ୍ଟି ହୁଏ । ବିଶେଷରେ ପରଲକ୍ଷିତ । ଉପେନ୍ଦ୍ର ଓ ସାଧୁଚରଣ ସେହ ଆଦର୍ଶଦ୍ବସ୍ତୁର ଅବସ୍ଥ ପିତ, ଭାହା ହେସ୍ଟ ଜ୍ଞାନ କରିବା ସାହିତ୍ୟରେ ବଙ୍ଗଳ ସାଧୁଚରଣ ଦାସଙ୍କ କୃତରେ ମଧ୍ୟ ତାହା ସ୍ଥାନ- ଅଭିମନ୍ୟୁଙ୍କ ଆଦର୍ଶ । ପ୍ରଭୁ ରେ ଆକୃଷ୍ଣ ହୋଇ ସେ । ଯେଉଁ ସ୍ଥାନରେ ଉଚିତ ନୁହେ । । ଆଧୁନିକ ସାହିତ୍ୟିକମ ନେ ପ୍ରାଚୀନ ଘଗରିଣୀ ଓ ବୃଦ୍ଧି ପ୍ରତ ସହ ହୋଇ ପଡ଼ୁ ଅଛନ୍ତି । ଏହାର ପ୍ରଧାନ କାରଣ ଆଲୋଚନାର ଅସ୍ତ୍ରବ । ସ୍ଥଳ ବିଶେଷରେ ପଣ୍ଡି ଉନ୍ୟ ସାହିତ୍ୟିକମାନେ କହନ୍ତି, ସାହିତ୍ୟରେ ଆଉ ପ୍ରାଚୀନ ବୃତ୍ତ ନ ଦେଲେ ଚଳେ, ସେ ସବୁ ନନ୍ଦୋଳନ । କିନ୍ତୁ ମନେ ରଖିବା ଉଚଢ, ବୃତ୍ତ ସହଭ ସଙ୍ଗୀତର ଘନିଷ୍ଠ ସମ୍ପର୍କ ବିଦ୍ୟମାନ । ଉତ୍କଳର ଏହି ଶ୍ରମକାନ୍ତର ଯୁଗରେ ମଧ୍ୟଯୁଗର ଶବ୍ଦନ ଗଡ଼ନବଦ୍ଧ କାବ୍ୟମାଳା ଯେ ଅନ୍ୟ ପି ପଲ୍ଲୀର ଜନସାଧାରଣଙ୍କ ଜୀବନରେ ଜ'ଗ୍ରଣାଅଛୁ, ତାହାର ପ୍ରଧାନ କାରଣ ସଙ୍ଗୀତମଙ୍କ । ଯେ ଜାତର ସାହିତ୍ୟ ଯେତେ ସଂଗୀତମ, ସେ ଜାତର ସେତିକ ଉଚ୍ଚ । ଆମ୍ଭର ଆଧୁନିକ ସହଜପନ୍ଥୀ ଜାଈ ସେହି ସଂଗୀତମ ମାନଙ୍କର ବ୍ୟବହାରଦମ ରକ୍ଷା କରିବା ଦୂରେ ଥାଉ, ତାହା ବୁଝିବାକୁ ସୁଦ୍ଧା ଅସମର୍ଥ । ନୋହିଲେ କ ରଥ କହିଥାନ୍ତେ, “କେବଳ କାବ୍ୟର ରେ ବୃତ୍ତ- କାଳେ ଅବସର ନ ସରବ, ଏଥିପାଇଁ ଭଦାମନ୍ତନ କବିମାନେ ସ୍ବୀୟ କବିତାକୁ ଏଡର ଭଗଗ୍ରଗଣୀରେ ଛନ୍ଦି ଦେଇଅଛନ୍ତି ଯେ ସେ ଦିଶା-ନଶାରେ ଅନେକ ପାଠକଙ୍କର ବଡ଼ କାଳ କଟୁଲ” ? ଏ ଉକ୍ତ ଯଥାର୍ଥ ନୁହେ । ସେ ସାହିତ୍ୟିକ- ମାନେ ସଂଧକ ଥିଲେ, ନିଜର କବିତାକୁ ସଙ୍ଗୀତମ କରୁଥିଲେ । ଭକ୍ତି ସେମାନଙ୍କର ମଧୁର ସଙ୍ଗୀତମ ଜନସାଧାରଣଙ୍କୁ ବରଣ କରିବାରେ ସଦା ଉତ୍କଣ୍ଠି ତ ଥୁଲ । କରିବାରେ ଯନ୍ତ୍ର ଆତ୍ମା ସେହ ମାଧୁର୍ଯ୍ୟରସ ଦୁଃଖର ବିଷ, କବି ଗ୍ରନ୍ଥଟି ସମାପ୍ତ କରି ପାରି ନାହାନ୍ତି । ତାଙ୍କର ବୃନ୍ଦାବନପ୍ରାପ୍ତି ଏହାର ଅନ୍ତର୍ଗ ହେଲ । “ବଦଗ୍ଧତନ୍ତାମଣି” ପ୍ରାସ୍ଟ ରସମ ପ୍ରକାଶ ସଙ୍ଗୀତ ମନ୍ଦିର ଉତ୍କଳର ଦୁର୍ଭାଗ୍ୟବଶତଃ ଚରଦିନ ଅପୂର୍ଣ ରହଲ । କବି ଅଭିମନ୍ୟୁ ଉଜ୍ଜଳର କନ୍ଧମଣ୍ଡଳୀରେ ଏକ ଉଇ ଆସନ

ଅଧୁକାର କରି ଅଛନ୍ତି । ଉପେନ୍ଦ୍ର ଯେଉଁ କାବ୍ୟପଦ୍ଧତ୍ତର ସ୍ରଷ୍ଟା ବା ଦେଶିକ