ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୨୦

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ମୁଖବନ୍ଧ
ବିଦଗ୍ଧ ଚିନ୍ତାମଣି

ତାହାର ସେ ପଞ୍ଚକ, ଉଷ୍ମ ପଞ୍ଚକ, ଉପଯୁକ୍ତ ମର୍ମଗ୍ରୀସ୍ତ୍ରୀ । ସାଧୁଚରଣ ଉପେନ୍ଦ୍ର ଙ୍କ ରୁଖ କାବ୍ୟରେ ବୈଦ୍ୟ ବଧାନାର୍ଥ ସୁନ୍ଦର ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାର ସ୍ୱୀୟ ବିବେଚକରୁରେ ଗ୍ରହଣ କରି ନିଜ କାବ୍ୟମାନଙ୍କ ଉପାଦେୟୁ ଢାକୁ ହୃଦ୍ୟ କରି ଅଛନ୍ତି ଓ ସ୍ଥାନେ ସ୍ଥାନେ ମହାଯମକାଦର ପ୍ରସ୍ତାବନାରେ ସ୍ବୀ ପାଣ୍ଡି ଭ୍ୟ ଦେଖାଇଅଛନ୍ତ । ଅଭିମନ୍ୟୁ ସ୍ଵ ଗୁରୁଙ୍କ ବିବେଚକଦୂର ସାହା- ଯ୍ୟରେ ଓ ସ୍ବୀୟ ଶ୍ଵେବେକ ଗୁଳନାରେ ଗୁଈଢ ହେଲେହେଁ ସ୍ଥଳବିଶେଷରେ ଉପେନ୍ଦ୍ର ଭଞ୍ଜୀୟ ପାଣ୍ଡି ତ୍ୟ ଦେଖାଇ ସ୍ଵଗୁରୁଙ୍କୁ ବଳ ଯାଇ ନୃଜଗକ୍ତର ପରିଚ ଦେଇଅଛନ୍ତି ସଭ୍ୟ, କିନ୍ତୁ ସେ ପ୍ରସଙ୍ଗରେ ଆପଣାର ସ୍ଵାତନ୍ତ୍ର୍ୟ କୃତକାର୍ଯ୍ୟ ଦେଖାଇବାରେ ଉପେନ୍ଦ୍ର ଭଞ୍ଜଙ୍କ ସବକୁ ଅବକଳ ହୋଇନାହାନ୍ତ । ସ୍ଥାନେ ଅବଲମ୍ବନ କରି ପୋଷ"ବ୍ରଭ୍ ଆଚରଣ କରିଅଛନ୍ତି । ସରଳଭାରେ କିନ୍ତୁ ସେ ରସିକହାସବଳୀ ଓ ଲବଣ୍ୟବତାର କବିଙ୍କୁ ବଲ ପଉଅଛନ୍ତି । ଏଠାରେ ମଧ୍ୟ ସାଧୁଚରଣ ତାହାଙ୍କର ପଥ ପ୍ରଦର୍ଶକ। ରହସ୍ୟମଞ୍ଜସ୍ଵ ଓ ମଥୁର ମଙ୍ଗଳର ସହଜଭା, ସରଳଭା ଓ ରମଣୀଢା ଏଥୁରେ ସୁନ୍ଦରରୂପେ ବଳସିତ। ବୈଷ୍ଣବ ଦର୍ଶନର ତତ୍ତ୍ବ ସାଧୁଚରଣ ସଦାନନ୍ଦଙ୍କ ବ୍ୟଗତ ଅଭିମନ୍ୟୁଙ୍କ ପୂର୍ବରୁ କୌଣସି କଡ଼ ସ୍ବକାବ୍ୟରେ ଯଥାଯଥ ସ୍ଥାନ ଦେଇ ନାହାନ୍ତି । କାବ୍ୟବସ୍ତୁ ଶ୍ରୀରଧାକୃଷ୍ଣ ଦଷକ ହେତୁ ଲେକଗ୍ରାହୀ । କରୁଣ ଓ ଶୃଙ୍ଗାର ରସ ସରଳ, ସହଜ ଓ ହୃଦ୍ୟ ଘଷାରେ ଅଭିବ୍ୟକ୍ତି ଲଭଥିବାରୁ ଏହା ଭଞ୍ଜଙ୍କ କୃତମାନଙ୍କଠାରୁ ମଧ୍ୟ ବିଶେଷ ଲେକଗ୍ରାହୀ ଓ ଲୈକପ୍ରିସ୍ଟ ହୋଇଅଛି । ଅରମନ୍ୟୁ ଉପେଜ ଓ ସାଧୁଚରଣଙ୍କ ଠାରୁ ଅଧୁକ ଭଗ୍ୟବନ୍ତ; କାରଣ ‘ବଦଗ୍ଧ’ର ଗୁନ୍ଦ ଯେପର ଲେକପ୍ରିସ୍ଟି ଅନ୍ୟ କୌଣସିର ସେପୟ ନୁହେଁ । ଅଭିମନ୍ୟୁଙ୍କ ସ୍ଵାତନ୍ତ୍ର୍ୟ ବସ୍ତୁରରେ ମୁଁ କହେ ଯେ ଉପେନ୍ଦ୍ରଭଞ୍ଜ ଓ ସାଧୁଚରଣଙ୍କୁ ଗୁରୁ କରି ସେ ଯେ କାବ୍ୟ ନିର୍ମାଣ କରିଅଛନ୍ତ ତାହର ଆସନ ଭକ୍ତି ବିଷୟ ହେତୁ ସେମାନଙ୍କ କୃଷଠାରୁ ଉଚ୍ଚ ଓ ହୃଦର୍ଶୀ । ମୋ ଏହି ଗ୍ରନ୍ଥର ସଂକଳନରେ ମୋର ପ୍ରିୟୁ'ଗୁନ୍ଦ ଶ୍ରୀମାନ୍ ଜଗଦାନନ୍ଦ ମହାନ୍ତ ବ, ଏ, ମୋର ପ୍ରଧାନ ସହାନ୍ତି । ସ୍ଥାୟୁ ଦୁଇବର୍ଷରୁ ଅଧିକ ସେ ଏ କାର୍ଯ୍ୟ ସଙ୍ଗରେ ଶସସ୍ବୀକାର ପୂର୍ବକ କରିଅଛନ୍ତି । ସେ ସାହାଯ୍ୟ ନ କରିଥିଲେ ଏ ଗୁରୁଷର କାର୍ଯ୍ୟ ଏତେ ଶୀଘ୍ର ସମ୍ପାଦତ ହୋଇ ପାରି ନ ଥାନ୍ତା । ଭଗବାନ୍ ତାଙ୍କର ଏହି ସାହତ୍ଯକ ଦୃଷ୍ଟିକୁ ବର୍ଦ୍ଦିତ କର ତାଙ୍କୁ ଦେଶର ସେବାରେ ଲଗାନ୍ତୁ, ଏହାହିଁ ସୋର ପ୍ରାର୍ଥନା । ଗାଁ ଆର୍ଥିବଲ୍ଲଭ ମହାନ୍ତ §-9-18