ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୨୨୫

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୦୧
ବିଦଗ୍ଧ ଚିନ୍ତାମଣି

ମୃଗଶାକାକ୍ଷୀ ଯାବକଲେଖନ-ଆଶାମାତ୍ର ଅଛି ରଖି।
କେତେ ପ୍ରଭୁପଣ କରିବୁ ମୋ ଠାରେ ଦେଖାଯିବ ଚନ୍ଦରମୁଖି ।
ଇଛା କରିଛି ଯେ । ଛାଇ ଅନୁସରଣକୁ ।
ଖଗପତିରୀତି କ‌ହି ଚାହିଁଥିବି ତୋ ଆଜ୍ଞା ବିତରଣକୁ ।୩୭।
ବେଶଶେଷ-ମୁଖଦେଖା ଦରପଣ ପଣ ମାଗିବାକୁ ମନ ।
ଫୁଲଗୁନ୍ଥାମାଳୀ ବେଶକଲା - ଆଳୀଗଣସନ୍ଗେ ଗଣ ଧନ ।
ଶାଢୀ ସେବାକୁ ଯେ । ଲୋଭ କରେ ଅପଘନ ।
ଜାନୁସିଂହାସନ ହୃଦୟଶୟନ ଏ ତ ବନ୍ଧୁ କୋଠଧନ । ୩୮ ।
ପାଣିପଦ୍ମେ ପୁଜି କୁଚସ୍ୱୟମ୍ଭକୁ ମନାଇବି ଏ ସ୍ତ୍ତୁତିରେ।
ଦର୍