ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୩୧

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ବିଦଗ୍ଧ ଚିନ୍ତାମଣି

ବୁଦ୍ଧି ବୃଦ୍ଧି ବିଷ୍ଣୁବାଦେ କଲା ସେ ନିତି ।୨୨।
ବଳଭଦ୍ର ବଳଭଦ୍ର ରୋହିଣୀ ସୁତ ।
ଅନନ୍ତ ଅନନ୍ତମୂର୍ତ୍ତି ଆଗ‌ହୁଁ ଖ୍ୟାତ ।୨୩।
କୃଷ୍ଣ କୃଷ୍ଣମୂର୍ତ୍ତି ଧରି ପୁଣି ଜନ୍ମିଲେ ।
ଯଶୋଦୟା ଯଶୋଦୟାକାରୀ ସେ ହେଲେ ।୨୪।
ସିତା ସିତାମ୍ବୁଜମୁଖ‌ଯୁଗଳ ଦେଖି ।
ଜନନୀ ଜନ ନିଚୟ ଅତ୍ୟନ୍ତ ସୁଖୀ ।୨୫।