ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୩୭

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୩
ବିଦଗ୍ଧ ଚିନ୍ତାମଣି

ଚତୁର୍ଥ ଛାନ୍ଦ । ଶ୍ରୀ କଶୋରୀ ଜିଉ ଜନ୍ମାଦ ଲକ୍ଷଣ । S ବ୍ଲଗ —-କଲ୍ୟାଣ ଆହାର ! 162 ରେ ଘେନ ର ଜନ୍ମାଦ ଉତ୍ସବ, ପତ୍ତ୍ବ ସାଧୁ ଶା ଖୋଜବ । ବୃଷଘରୁ ଘରୁବଂଶିରଜ ହେଜ, ଦନୁଜ କଂସରେ ବତ୍ସବ । ଅବନ୍ତୀ । ତେଜ ଗୋକୁଳ ଯାବନ୍ଧରେ । ରହ ନନ୍ଦାଦେ ଗୋକୁଳସମ୍ପଦେ, ବୃତ୍ତ କଳ୍ପ ତ ନୂତନରେ । ୧ । ତାଙ୍କ ମହଷୀ କରିଦା ନାମ, ରସି ଶ୍ରୀ ଗୋପେଶ୍ଵର ସେବାଫଳେ । ଉଦର କ୍ଷୀରସାଗରରୁ ପରମମହାଲକ୍ଷ୍ମୀକ ଜାତ କଲେ । ଦୁବାସା । ଜାତକ ବଧ ସିଦ୍ଧିବନ୍ତ । ର ରଶ୍ମି ରସ ଅଗ୍ନି ଗଜ ଅଧିକା ଘେନ ଇକା ନ ଦେଲେ ଢ | ୬ | ଶ୍ରୀମତ ଉନ୍ନତ ଜାଣି ପୂର୍ଣ୍ଣିମାସୀ ଶ୍ରୀମତୀ ନାମ ପୁଣି ଦେଲେ । ବୃନ୍ଦା ବୃନ୍ଦାବନେଶ୍ଵର ସାର୍ଥ କର କାମ କଲ ବ ବସ୍ତୁରଲେ । ଜ ଜନକ । ରସି ରସବଗ ବୋଇଲେ । ଜନମ ବିନୋଦମ ନାମ ବିନୋଦ ଘବ ଆନନ୍ଦ ଦତ୍ତ କଲେ । ୩ | ଦିଗନ୍ଧ ନେବ ବମୁଦ୍ର ହେବାରେ ଜନକ ଜନମ ବରସ । ଜାଣି ପୂର୍ଣ୍ଣିମାସୀ ଆସି ଯଶୋଦାଙ୍କୁ ସେନାଇ ହେଲେ ପରିବେଶ । କୃଷ୍ଣଙ୍କୁ । କାଖରେ ଘେନ ନନ୍ଦଗୁଣୀ । ବଲେକନ୍ତେ, ବଲେକଲେ କୃଷ୍ଣମୁଖ ପ୍ରଥମେ ଶୁଭ ସୁଲକ୍ଷଣୀ । ୪ । କୃଷ୍ଣସ ପ୍ରସ୍ତୁଆଡ୍ଡାଦମୀ ସର୍ବେନ୍ଦ୍ର-ଆନନ୍ଦବରଧନ । କୃଷ୍ଣ ଅଧଗମୃତ କ୍ଷୀର ପ୍ରଥମେ ଯଶୋଦା କଣ୍ଢେଇଲେ ପାନ | ଏ କଥା । ସନ୍ଧମ କଳାପ ସମ୍ମତ | ଜନକ ଜନମ ସେହରୁ ଦରୁ ଦନୁ ଆନନ୍ଦ କଲେ ମତ । ୫ । ୨ – ୧ ନାମ ଋଣୀ ~କ ଓ ଖ; ୨୮୪ ସନ୍ଧି କଲେ – କ ଓ ଖ; ୨୯ ୫ ନାମ ଦେଲେ –କ ଓ ଖ; ୩ — ୯. ଶ୍ରୀମନ୍ତ —କ ଓ ଖ;

୫ —୪ ଉନ୍ନତ — ଗ;