ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୪୫

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୧
ବିଦଗ୍ଧ ଚିନ୍ତାମଣି

ଆତଙ୍ଗ ହୋଇ ସଖାଏ ଛନ୍ନେ ପଚାରନ୍ତି ।
ଆମ୍ଭ ହୃଦ କାହିଁ ପାଇଁ ଦେଉଛ କରତି । ୧୨
ଆନ କିଛି ବଞ୍ଚାଇ କହନ୍ତେ ରସେଶ୍ୱର ।
ଆଶବଶେ ବଳେ ବାହାରଇ ରାଧାସ୍ୱର । ୧୩