ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୫୩

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୯
ବିଦଗ୍ଧ ଚିନ୍ତାମଣି

ବିଶାଖା ବୋଲେ ଏ ଦ୍ରବ୍ୟ ସୁଦୁର୍ଲଭ । ବିଶାରଦ ବୈଦ୍ୟ ବଳା କ ସୁଲଭ | ୧୪ | ଆଶ ଦେଲେ ନାହାଁମୁଖୀ ଏ ବଚନେ । ଆସ ମୁଁ ପଦାର୍ଥେ ଦେବ ଢା ପୁରକୁ ନେଇ ସେ କୃଷ୍ଣପ୪ ଆଣି । ପୁରରେ ମେଲନ୍ତେ ରହେ କାହା ଆଣି । ୧୨ । ଦଧାନ କେ କଲ ଦଣାଖିକା ଘଷ । ବଧାରା କୃଥ୍ୟ ପଗୁଏ ନ ଆଇସେ । ୧୭ । ସହ କ ଏ ପ୫ମୃଷ୍ଟି କ କପଟେ l ସନ୍ତପ୍ତ ନୋତ୍ସବ ଦେଖି କେ ଲମ୍ଫ । ୧୮ । ଧୀରେ ଶୁଣ ନାହାଁମୁଖୀ କହେ ଗିର । ଧୀରେ ଉବ କାନ୍ତ ଏ୫ ତୋ ସଙ୍ଗୀର ॥ ତାପ ଦଷ୍ଟିଲ ଦନୁ କହିଛନ୍ତି । ତା ଭଳପା ତଳେ ରଧା ରହିଛନ୍ତି । ୨୦ । ପରମେଷ୍ଠୀ ପୂର୍ବେ କରୁଥିଲ ସେବା । ପରମପକୁ ଲେଖିବ ସେ ବା । ୨୧ | ପରସନ୍ତେ ଦେଇଥିଲେ ମୋ ପିତାଙ୍କୁ । ପରଚେ ମୁ ଭାଇ କହବୀରେ ତାଙ୍କୁ । ୨୨ । ଘଷିଲ୍ ବଶାଖା ଏହା ଯା ବୋଇଲ । ଘସିଲ ଜନକୁ କୂଳେ ଲଗାଇଲ | ୨୩ | ଆନନ୍ଦ ସେ ପ୪ ଘେନ ଏହା ଘଷି । ଆନନ ପ୍ରସନ୍ନ କପ୍ ପିକକ୍ଷୀ | ୨୪ | ପୁରେ ପ୍ରବେଶ ରଧାର ଯାଇଁ ବେଗେ । ପୂରେ ହା ଗବେ ସେ ପ୍ଲଗ୍ ଉଦବେଗେ ॥ ସହରଲନେବା ମୁଖକଳାକରୁ । ସତର ଉଚ୍ଚରେ ଗୋପ୍ୟ କରୁ କରୁ । ୨୬ । ସସ୍ତ୍ର ବେଢ଼ି କରୁଛନ୍ତ ଉପର । ସହ ନୋହେ କେ ବୋଲେ ଏକ ମର । ୨୭ | ସକ ସqଜବଦନ କରି ନତ । ସଜମ ଅନୁବରଡେ ଅଞ୍ଜନ ତ | ୨୮ | ଜଟିଳା ପୁଛନ୍ତେ ସଖୀ ବ୍ୟାଧୁଛଳେ। ଜଲେ ଶାବଧାର ସ୍ନେହ କସ୍ଥଳେ । ୨୯ ( ଏକ୍ସକାଳେ ବିଶାଖା କହଇ ଯାଇଁ । ଏ ସନ କଥା ରୁମ୍ଭରତ ନ ଯାଇ । ୩୧ । କୁଳମାନଙ୍କୁ ନୋହେ ଏ ଦୂଷଣ । କୁଳସ୍ତିର ଗୁଡିକ ଏ ଅଭୂଷଣ । ୩୧ । ଜାତ ରଧାବାକ୍ୟ, ଧୈର୍ଯ୍ୟ ନ ରହିଲେ । ଜାତିବେଦବର ହୃଦ କେ ଦହଇ । ୩୨ | ବାସବ-ମେ ସ୍ୱର ଶୁଣି ଏ ଘରଗ । ବି ସବୁ କାଡ଼େ ବିଶାଖା ସେ ମୂରତି । en on ୧୭—୯ ଶ୍ରୀକୃଷ୍ଣ-୪; ୧୭–୨ ପୁରରେ ମେଲନ୍ତେ ଗୃହେ ସେ ସିହାଣୀ-୪; ପୁରଭରେ ମେଲନ୍ତେ ଗୃହେ ସିହାଣୀ-କ ଓ ଖ; ୧୭–୨ ବଧାରାକୃଢ ପରି ସଭା ନ ଆସେ-୦; ଏହି ନ ଆସେ-କ, ଖ ଓ ୪; ୧୮— ସରପ ନୋହିବ କେ ଦେଖି-କ ଓ ଖ; ସନ୍ତପ୍ତ ନୋହବ କେ ଦେଖିଲେ ପ~~୪; ୧୯—୧ ଶୁଣି; ୧୯–୨ ଘେନ-୪; ୨୧–୨ ଲହବ-କ ଓ ଖ; ଅବା--୦; ୨୫—୧ ଯାଇ ସୁଧାର-୫; ୨୬ – ୧ ଶଭଦଳନେ ଦା-କ, ଖ ଓ ୪; ୨୬—୨ ସର ହୃଦରେ ଉରୁରୁଞ୍ଚିରେ ଗୋପୀ କରୁ କରୁ, ୦ ୧୩ ଅକ୍ଷର- ଅପପାଠ-ସତ ଉହରୁରେ-୪; ୨୫ – ୨ କଲେ ସେ ଶ୍ରୀQଧାର ସ୍ନେହବଳେ-~କ, ଖ ଓ ୪; ୩—) କଥାର ତୁମ୍ଭର ନ ଯାଇ-କ ଓ ଖ; ଏ ଘନ କଥା ତୁମ୍ଭର ନଯୋଗାଇ-ଶି; ୩୨—୨ ଜାଇବେଦା-କ ଓ ଖ; ହୃଦକୁ-୪; ହୃଦରେ-ଘ; ଚ

-