ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୫୪

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୦
ବିଦଗ୍ଧ ଚିନ୍ତାମଣି

ଅନାଇଁ ସେ ପଟ ରାଧା ସ୍ତମ୍ଭୀଭୂତ । ଅନାୟତ୍ତେ କହେ କି ଏ ଅଦଭୁତ ।୩୪। ମାନସ ମୋର ନେଲା ତ ଆକରଷି ।ମାନ ରଖିବ କେ ପୁଣି ଏଥି ରସି ।୩୫। ଅଛି ନା ଏରୂପ ମିଛେ ଦେଖାଇଲ। ଅଛିଦ୍ର ଲୋଭ ମୋର ତ ବଢାଇଲ।୩୬। ବ୍ରହ୍ମା ସୃଷ୍ଟିରେ ନାହିଁ ଏ ଅନୁରୂପ । ବ୍ରହ୍ମାଣ୍ଡ ବାହାର ପ୍ରତ୍ୟେ ଏ ସ୍ଵରୂପ । ୩୭ । ସଙ୍ଗ କଳାବନ୍ତ ଏ ପୁରୁଷୋତ୍ତମ । ସପର ଦେଖିଲେ ଗୁଡ଼ବ ଢମ । ୧୮ । ଅବଶେ ନାଗ୍ ଅବଧ ଲହ ବହ । ଅବଧ ବଧକୁ ଅରୁ ଏହା ବହ । ୩୯ । କରଇ ବସ୍ତୁର ଏନ୍ତୁ ଅହ ତ । କର ଥସ୍ତେ କେଡ଼େ ଯେ ଲେଖିଲ ଚନ୍ଦ୍ର । ୪ । କାମ ପୀଡ଼ା ନଥୁକ ଯାହାର ତତ୍ତେ । କାମନା କରୁଛୁ ଶକ୍ୟ ସେ ରଚଢେ । ୪୧ । ପୁରୁଷ ଅବଶ ହେବ ଦେଖି ଭାର । ପୁରୁଷାର୍ଥ ଧନ୍ୟ ଯେ ଲେଖିଛୁ ଢାର । ୪୬ | ଘନରସ ମୂର୍ତ୍ତିବନ୍ତ ଏ ସାକ୍ଷାତ । ଅନଚରୂପ କ କରିରୁ ଖ୍ୟାତ । ୪୩ | ମଦନା ଦେ ଲକ୍ଷକୁ ନୋହେ ସମ । ମଦ ସରଯିବ ରୁହ ଏ ସୁଷମ । ୪୪ | · କ ଚନ୍ଦ୍ର ଭଙ୍ଗିମାରୂପ ପ୍ରାଣ ହରେ । କଞ୍ଚୁ ଚତ୍ତ ନ ରହେ ମୋ ଦେହରେ । ୫୫ | ସେ ସ୍ବରୂପ ମୋ ଦେହେ ମିଶାଅ ଥରେ । ଶେଷ ହେଉ ଢାପ,ଦେଶ,ଢରୁ ଥରେ ॥ କରୁ ନେଇ ସଜଗାର ଲଦ ଶିରେ । କର୍ପୁ କୋଳ ମୁଖ ଦେଇ ସୁହାସୀରେ ॥ ବାର ବାର ଧରଇ ଉର ଉପର । ବାରବସ୍ତା ପାପ ଊଣା ଉତପର । ୪୮ । ଆପଯୁକ୍ତ ନେବେ ପୁଣି କରୁ ତଳେ । ଆପଣା ମୂରତି ଦେଖେ ପାଦତଳେ । ୨୯ । ଭଳେ ଧନ୍ୟ ଧନ୍ୟ ମୋର ପୁଣ୍ୟବର । ଘିଲେ ଲହିଥୁବ ଏହା ବେଦବର । ୫୦ ସଜମ ଦେଖିଲେ ହେଲେ ମୁଁ ଆରତ । ସଜଡ଼ାଇ ଆଣିଲେ କି ଏ ମୂରତ । ୫୧ କଳ୍ପକେ ଏ ମୂରତ କ ଲେଖାଯିବ । କଲେ କଳ୍ପନା କରି କେ ସରଜବ । ୫୨ । ଦୃଷ୍ଟି ଶୁତଗମ୍ୟ କାହିଁ ଏ ଅଛୁକ । ଦୃଷ୍ଟି ଶୁ ପଦ୍ଧରେ କରିବେ କରୁ କ । ୫୩ | ସରଜନା ନ ଥିଲେ ଦେଖା ନ ଯାଏ । ସରସେ ମନକୁ ମୋର ଏ ମଜ୍ଜାଏ | ୫୪ | କାନ୍ତ ମୋ ଏ ହେବେ ହେବ ମୁଁ କଙ୍କର । କାନ୍ତବଦନା କହିଲେ ସଭ୍ୟ କର । ୩ ୬ ୩୪—୨ ଏକ-ଗ, ଘ ଓ ୪; ୩୫-–୧ ନେଇ ମୋର ଭକ, ଖ ଓ ଗ; ୩୨—୬ ଗ୍ରେଭର-୪; ୩୭–୨ ବାହାରେ-ଗ ଘ ଓ ୪; ୧—୨ ଶଙ୍କା ସେ ରତରେ-କ ଓ ଖ; ୪୩—୨ ଘନ ଏ ରୂପ କ କରୁଅଛୁ ଖାଇ-ଘ ଓ ୪;ଗପୁ (ମୋ ଆଲୋଚନା) ମଦନ ଲବେକ ଓ ଖ; ୪୫– ଚନ୍ଦ୍ରଭଙ୍ଗିମ(ରୂପ ପ୍ରାଣ ମୋ ହରେ, ଶଭ୍ କଞ୍ଚୁ-- କ ଓ ଖ: ୪୭ ପଦ ୪ ଓ ପରେ ନାହିଁ, କିନ୍ତୁ ଅନ୍ୟ ସମସ୍ତ ପୋଥରେ ଅଛ; ୫୩ —୨, ପାଠ ଛ, ଠିକ ଓ ଝ ଅନୁସାରେ ଦିଆଗଲ;—ଦୃଷି ସୃଷ୍ଟି ବେଦେ କରିବେ କିଛୁକ-ଜ ଓ ଖ; ଦୃଷ୍ଟି ଶୁଭ ଦିଜେ କଣ୍ଢେବେ କରୁକ, ଗ

ଓଁ ଗ; ଦୃଷ୍ଟି ଶୁ ତଭେଦ କରିବେ କରୁକ-୪;