ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୬୦

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୬
ବିଦଗ୍ଧ ଚିନ୍ତାମଣି

୩୨ ବଦ-ଚନ୍ତାମଣି । ଶୁଣି କଣ୍ଠହାର ଗୋବନ୍ଦ ବାହାର କରି ଉପହାର ମୋତେ ଦେଲେ । ଦେଇ ମୋତେ ଭାର-ପତମୁଖୀ ଭାର ସୁଯଶ ବସ୍ତାର ଭୁ, ବୋଇଲେ ।୩୪ ଖାଁ ରକା ବନା ମୁଁ ତ ପାଇବ ନା ଅମର-ନଗନା ପ୍ରାପ୍ତ ହେଲେ । ଭଲ ନା ପାଞ୍ଚ ଭ ଦେଲ ନେଇ ଚତ୍ତ ତୁମ୍ଭଙ୍କୁ ଉଚିତ ଦୂଖ ବୋଲେ ୩୫ କଉଁ ବଧାର ତ ନାମକୁ ଧରତ ଦୁଇ ବଧାର ତ ନାମ ଖ୍ୟାତ । ଗୋବନ୍ଦ କହିଲେ ଦୁଇ କେ ମହିଳେ ଜାଣୁ ଢ ପହଲେ ଏକମୂର୍ତ୍ତି । ୩୭ । ଦୂଷକ ଘଢ କହଇ ପୀରତବତ୍ସଳ ଧୂରତ ହୋଇ ଶୁଣ୍ଣ । ବୃଷରୁଓଜମା ବଧା ଭାକୁ ଯେ ମା ସରି ନୋହେ ଯେ ମାଇଁ୫ ଜାଣ ।୩୭) ମଲ୍ଲ ଗୋବର୍ଦ୍ଧନର ଯେ ଖବଧନ ମାନସବନ୍ଧନପାଶୀ ବାଳୀ । ସୁଧା ନାମ ହିଁ ଢ ଢାହାର ବହଦ ନାମ ପୁଣିହିଁ ତ ଚନ୍ଦ୍ରାବଳୀ । ୮୮, ଶ୍ରବଣେ କେଶବ ବୋଇଲେ, ଆସବ ପିଇଛୁ ଆଶବଶରୁ ମୁହଁ । ମନ ଅବାରଣ ପ୍ରମତ୍ତ ବାରଣ ପରି ରଣରଣ ବଶ ଭହଁ । ୩୯ । ଏମନ୍ତ ମୁହଁ ଢ ସୁଜାଣ ଲୁହ ଭ ଯେ ହେବ ମୋ ହଉ ତାହା କର । ଦୂଢକା ଜବରେ ଜାଣି ଢା ଅବରେ ଗଳ୍ପ ସେ ନବରେ ଉତ୍ତପର । ୪° ୫ ଶ୍ରବଣ-ଲୁହର-ସୁଖ ମନୋହର ପ୍ରେମ ସହର ସାର ଘର । ଘେନ ହେ ସଙ୍ଗୀଭରଦ ଏହୁ ଗୀତ ନାମ ବି ଭଙ୍ଗି ଭ ନୟୁମର । ୪୧ । ବୋଲଇ ସାମନ୍ତସିଂହାର ଶ୍ୟାମ ତ ମୋହୋର ସାମନ୍ତ କାହିଁ ଆନ । ଶ୍ରୀ ପଦ୍ମଚରଣ ଭୂଙ୍ଗି ଆଚରଣ କରି ସୁମରଣ ଯାଉ ଦିନ । ୪୨ | ପ୍ରୟୋଦଶ ଛାନ୍ଦ । ଚନ୍ଦ୍ରାବଳୀ ଦର୍ଶନ । - ଅନୁପ୍ରାସ । ବଗ —ଗମକେରୀ । * ସାଧବ ଶୁଣ ହେ ମାଧବ ଦୂଖ କର ପ୍ରେଷଣ କାତର ହୋଇଣ ଉତ୍ତର କଲେ ସଖାଙ୍କୁ ପୁଣି | ୧ | ୧—୨ ମିତଙ୍କୁ ପୁଣ-ୟ; ୩୪—୧ ଭାକୁ ଦେଲେ-୪; ୩୫ ୮୨ ଦେଲେ ନେଇ-ଗ, ଘ; ଦେଲୁ-୪ ୩୭–୨ ମସ୍କୋରେ-କ ଓ ଖ; ୪—୧ ମୋ ଯେ ହେବ ହତ-କ ଓ ଖ; ୪୧—୧ ସରଘର-୦;

  • ଶ୍ରୀକୃଷ୍ଣ ଗୋଗୁରଣ ବଦ୍ୟ ପ୍ରାପ୍ତି; ଚଭାବଳୀ ଦର୍ଶନ —