ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୬୪

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୦
ବିଦଗ୍ଧ ଚିନ୍ତାମଣି

ମୋଡ଼ଲ ବଦନ ଆଡ଼ଲ କରି ବାସ ପଣନ୍ତ । ନଇ ଭଲଭା ଲୁଇ ମାରେ ନେବାନ୍ତ କୁନ୍ତ । ୪ । ଦଣ୍ଡକ ରହି ପହଁ ଣ୍ଡକ ଯାଇଁ ଛପା ରୂପାରେ । ଶର୍ମାଗଉର କମ୍ପାଇଣ ଗାନ୍ଧ ଦଏ ଭଙ୍ଗିରେ । ୪୧ । ପଲକ ନ ଚଳେ ପୁଲକ ଗଣ୍ଡ ଗାସେ ପୂରଇ । ଘବ ଅଳଙ୍କାର ଭବକୁ ଅଙ୍ଗୀକାର କରଇ ।୪୨ | ଉଲ୍ଲାସ ହୋଇଲ ବଳାସ ଲୀଳା ଲଲିତ ଗୀତ I • ଉତ୍କ& ହୋଇଣ ପ୍ରକଳ୍ପ ହେଲା ନାଗର ଗତ । ୪୩ | କଳା କମଳମୁଖ କଳାକରବଦନା ଦେଖି । ରସିଲ ମନ ଯେ ଇସିଲ କାମ-ଜଳେ ସୁମୁଖୀ । ୪୪ | ବାଳାର ମନ ଯେ ମାଳାର ଦେବା ବେଳେ ଆପୁର । ବରଣ କର ମୁଁ ଶରଣ ହେବ, କରେ ବସ୍ତୁର । ୪୫ | ମନ ବାରଣ ଅକାରଣ କୋଳ ଇଛେ ଲମ୍ଫନ୍ତେ । ବସ୍ତୁର ମାଙ୍ଗନ୍ତ ପ୍ରସ୍ତୁର ଲଜ୍ଜାଙ୍କୁଶେ ଆକର୍ଷେ । ୪୬ । ବାହୁଡ଼ ଆସନ୍ତେ ସେ ଦୃଡ଼ ଦୃଡ଼ ପଡ଼ଇ ପଥ । ପଡ଼ଲ ମୋହରେ ପୋଡ଼ଲ ମନକୁ ମନମଥ । ୪୭ | ଗୋଚନ କରି ଅରନ୍ଦମୁଖୀ-ମୁଖ ଦର୍ଶନ । ନଷ୍ଫଳ ହୋଇଲ୍ ଅଚଳ ପର ସର୍ବାଙ୍ଗ ସ୍ଥାନ | ୪୮ | ଗବତ ବାସବ ପର୍ ତ ହେଲ ଲଜ୍ଜା ବହିକ । ତୀକ୍ଷଣ ଶରକୁ ସେକ୍ଷଣ ସ୍ମର ବନ୍ଧଲ ହାକ । ୪୯ । ଉଭ ମନେ ସ୍ମରଭୟୁ ତେତେବେକ୍ଟ ପାଇଲେ । ବକର ହାସରୁ ସ୍ଵୀକାର ମଣି ମନ ବୋଧେଲେ । ୫ । ସେକ୍ଷଣେ ମୋହନ ଭକ୍ଷଣେ ଗଲେ ମେଲଣି ହୋଇ । ଭେଖିଲେ ସଖାଙ୍କୁ ବଞ୍ଚିଲେ ବାହ୍ୟ ଲେକେ ଭୁଲଇ । ୫୧ । ଭଗବତଙ୍କୁ କହି ଭଗବଖ ଗଲେ ସ୍ୱପୁରେ । ଅପ୍ରାସର ଏ ଅନୁପ୍ରାସ ଗୃନ୍ଦ ବକ୍ଟର ଧୀରେ । ୫୨ । ୪୦—୧-୨ ବାସପଣନ୍ତେ; କୁନ୍ତେ:—କ, ଖ, ଗ, ଘ ଓ ଜ; ୪୨— ପୁରଇ ୪; ୪୩—୨ ନାଗରୁ ଗତ୫; ୪୫—୧ ମନେ ୪; ୪୨— କୋଳେ ଇଚ୍ଛୁ-କ ଓ ଖ; ୪୭—୧ ପୀଡ଼ଲ-୪;୪୮—) ନଚଳ; ୫—୨ ମନ ମୋହଲେ, ଗ; ୫୨–୧ ଭଗବତୀଙ୍କୁ କହି ଭଗବତ-ଗ ଓ ୪; ୫୨–୨

ଅନୁପ୍ରାସରେ ଅନୁପ୍ରାସ-କ ଓ ଖ;