ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୬୬

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୨
ବିଦଗ୍ଧ ଚିନ୍ତାମଣି

ମୋହ ଜମିଦ୍ ମୋହମ ମିତ୍ତ ଜନମିଅରୁ ଆସି । ଆନନ ଘବ ଆନ ନ ଘବ ସେ ମନ ବନ୍ଦପାଶୀ । ୮। ସୁନ୍ଦରପଣ ମୁ ଦରପଣ ଦେଖି ପାଇବେ ହର । ଆନନ ରସି ଆନ ନ ରସି ଯୋଗୀ ଇଚ୍ଛା ବେ ଘର । ୯ । ଅପସର କ ଅପସର କ ନଯିବେ ମାନସ୍ଥାନେ । ଅଳକାପନ୍ତ ଅଳକାପତ୍ତ ଦେଖି ମଜ୍ଜି ବ ଛନ୍ତି । ୧° / ମନସ୍ଥଥର ମନ ମନ୍ଦିରଗମନା ମୋହପାରେ । .. ନଂ• ବନାଶେ କି ନଗନା ସେ କି ଆନକୁ ଟେକନରେ । ୧୧ । ଧୁଆନ କରୁ ଧୀ ଆନ କରୁଅଛୁ ମୋର ଭା ଛବି । କୁସୁମଶର କୁସୁମ ଶର ହେଲ ଆସି ତ ପତ୍ର । ୧୨ । ଜୀବନ ଯିବ ଜୀବନଜୀବ ନ ହେଲେ ସ୍ଫନ୍ଦମୁହାଁ । ସୁନାସୀର ତ ସୁନାସୀ ରଦ୍ଦ ପାଇଲେ ହେବ ମୁହଁ । ୧୩ | ଗତ କ କଲ ଗଠକ କଳାବତୀ ଆସିବା ବେଳେ । ସୁମତ ହର ସୁମତ ହର ନେଲ ମୋର ସେ କାଳେ | ୧୪ | ଦର୍ପକର ସେ ଦର୍ପକ ରସେ ଘସିଲ ତାକୁ ଗୁହିଁ ! ଅଙ୍ଗନାବର ଅଙ୍ଗ-ନାବର ଚନା ପରବ କେହ । ୧୫ । ସେ ହିତ ଦିଶେ ସେହି ଢ ଦଶେ ନୟନ ପାଶେ ମୋର । କେହି ଚରକ କେ ହନ୍ତର କ ଜାଣ ଉପାସ୍ତେ କର । ୧୭ । ବସ୍ତୁର କର ର-ପ୍ଟର କର୍ଗତି ଗୁମୁକୁ ପେଷ | ବନ୍ଦେହ ଶରେ ବ-ଦେହ ସରେ, ମୋର ପୁଅ ଆଶ । ୧୭ | ହରର ଘୁଷ ହରର ଘ ସକଳ ସଖାସ୍ତେ ଶୁଣି । ବରସ ଢେଜ, ଗର ସତେଜ ଛୁଅ ବୋଇଲେ ବାଣୀ । ୧୮ । ଗୋ-ବରଧନ ଗୋବରଧନ କାନ୍ତାକୁ ଲେଖ ଲେଖ । ମାନଗ ସେତ, ମାନ, ବପେଜ ଦେଖିଛୁ ତୁମ୍ଭ ମୁଖ । ୧୧ । ଚନ୍ତେ ବାମାର ତତ୍ତେ ବା ମାର ପ୍ରବେଶ ହୋଇବ ନ | ପରମଦାର ପରମଦାରଣ ହୃଦ କରିବ ନ | ୨୧ | ନବ ରମଣୀ ନବର ମଣି ଅଛୁ ଶ୍ରଦାମ ଯାଉ । ଶଂଖାର ଗୁଣ ସଖାର ଗୁଣ ଏତକ କରିଥାଉ । ୨୧ | ୧୦—୯ ମାନେ ମାନେ-୪; ମାନ ସ୍ନାନେ-କ ଖ; ୧୮—୧ ହର୍‌ର ସ୍ପଷ ହତ୍ତର ଭସ ସକଳ ସଖା ଶୁଣି-୫; ୧୯–୨ ବଣ୍ଠେ୮୪ ଓ ୦ ୨°—୨ ୪ ଅପ ସମ୍ମୁଗ୍ରନ୍ଥର ପାଠାନୁରୂପ; ପରମ ଦାର ପରମଦାର ହୃଦୟ କରିବର—ଳ ।

୨୧—୨ ଶଂଖାର ଗୁଣ ଶଂଖାରଗୁଣ '—କ, ଖ, ଗ, ଜ;