ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୬୭

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୩
ବିଦଗ୍ଧ ଚିନ୍ତାମଣି

ଘୁବର ଲେଖ ଇବର ଲେଖନ କର ମିଳେ ଦେଲେ । ମାଧବ ଋଷି, ମାଧବ ଋଷି ଯାଅ ଏ ଶୁଭ ବେଳେ । ୨୨ । ସେ ଉତ୍ତରକୁ ସେ ଉତ୍ତରକୁ ମାନ ବହନ ଗଳ୍ପ । ଅଙ୍ଗ ନାଶରେ ଅଙ୍ଗନା ସରେ ସେ ପୁରେ ଶୁଣାଗଲ । ୨୩ | ରଜ ନକର ରଜମକର-ମୁଖୀ ବୋଳେ ଗାନ୍ଧରେ । ହା ଘବର୍ଜିତ, ହାଘ ବହ ଉ ନ ପାରେ ଅବଶରେ । ୨୪ । ସଜ ବୃକ୍ତିର ସଜମା କର ମଣଇଁ ପର ଘର । ବରଷା ରସ କରସାରସନରୁ ବହେ ଭାର । ୨୫ |• ରସି କାମରେ ରସିକା ମରେ, ସଜମ ଆଗେ ଭକ୍ଷେ । ପଶୁପସୁଭ ପଶୁପସୃତକୁ ସର କଉଁ ଗୁଣେ । ୨୭ । ନାଗ-ରମଣୀ ନାଗରମଣି ଦେଖିଲେ ଭୁଲଯିବେ । ସୁର ସମ୍ପଦ ସୁରସପଦ ଛୁଇଁ ଲେ ଅରକବେ । ୨୭ । ସୁର-ଭରୁଣୀ ସୁରତ-ଋଣୀ ହୋଇବେ ଦରଶନେ । ମାନଗ କ ସେ ମାନ ବକ ସେ ବଳେ ଭଜବେ ଛନ୍ତି । ୨୮ । କଂକତ୍ସବର କ କର ବରଜଗର ପାଦେ ହେବ । ସଙ୍ଗିନକର ସଙ୍ଗିମ କର ନୋହଲେ ପ୍ରାଣ ଦେବ । ୨୯ । ସାର ସମ୍ପଦ ସାରସପଦ ପାଇ ମୁଁ ଗୁଡ଼ ଦେଲ । ମହାକ୍ଷରେ ଢ ମନ୍ଦାକ୍ଷରେ ଢ ସଙ୍ଗ ନ ଦେଖିଲ । ୩. | ଲେକରେ ଧ,ବଲେକରେ ପୂରନ୍ତା ପଛେ ନନ୍ଦା । ବଧୂର ବାମୁ ବଧୀର ବା ମୁଁ ସେକାଳେ ହେଲ ଧନ୍ଦା | ୩୧ | ନ କଲ କୋଳ ନକଲ କୋଳ-ସ୍ତିର ଗଣନା ହେଲ । ଘୁ ବରଧନେ ଭବର ଧନେ କଣଉ ନ ବୋଇଲ୍ । ୩୨ । ସ୍କବମୁରତ ଘବ ମୁଁ ରତ ପାଇବ କି ଉପାୟେ । କୁସୁମଧରୁ କୁସୁମ ଧନୁ ଶାଣୁରୁ କର୍ଷ ଯାଏ । ୩୩ । ଧରମ ହଷ ଧର ମହ କଥାଏ କହି ସହ । । ଏ ମନ୍ତର ଢ ଏମନ୍ତ ରତ କେ ଦେଲ ଗୃନ୍ଦମୁହାଁ । ୩୪ । କାନ୍ତବର ଢ କାନ୍ତବରତ ଛଡ଼ାଇଁ ଦେଲ ଢୋର । ପର-ମମୀକ୍ଷା ପରମ ଜଣା ପର ଅଗୋଚର । *୫ / ପରମ ନର ପର ମନର ବଶକୁ କରିପାରେ । ସେବ ଶଙ୍କର ସେ ଦଶକର ହେଲେ ବା ହୋଇପାରେ । ୩୬ । ୨୫– ପର ଘର-୪; ଗରୁଗୁର-ଗ; ୨୯~~୧ ବରଜଦଉ-୪; ବରଜଗଜ-0;

୩ ୪—୯ କହେ ସହ-ଛ, ଝ; ଜହ୍ନ -୪;