ପୃଷ୍ଠା:Gita Gobinda 1921.pdf/୨୦

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଉନ୍ମୀଳନ୍‌ମଧୁଗନ୍ଧଳୂବ୍‌ଧମଧୁପବ୍ୟାଧୂତଚୂତାଙ୍କୁର
କ୍ରୀଡ଼ତ୍କୋକିଳକାକଳୀକଲଜଳୈରୁଦ୍ଗୀର୍ଣକର୍ଣ୍ଣଜ୍ୱରାଃ ।
ନୀୟନ୍ତେ ପଥିକୈଃ କଥଂ କଥମ‌ପିଧ୍ୟ ନାବଧାନକ୍ଷଣ
ପ୍ରାପ୍ତପ୍ରାଣସମାଗମର ସୋଲ୍ଲାସୈରମୀ ବାସରାଃ ।୩୮।
ଅନେକନାରୀପରିରମ୍ଭସମ୍ଭ୍ରମସ୍ଫୁ ରନ୍ମନୋହାରିବିଳାସଲାଳସଂ ।
ମୃରାରିମାରାଦୁପଦର୍ଶୟନ୍ତ୍ୟସୌ ସଖୀ ସମକ୍ଷଂ ପୁନରାହ ରାଧିକାଂ
ରାମକେରୀରାଖ‌ଯତିତାଳାଭ୍ୟାଂ ଗୀୟତେ ।
ଅସ୍ୟ ଲକ୍ଷଣଂ ।
ସ୍ୱର୍ଣ୍ଣପ୍ରଭା ଭାସ୍ୱରଭୟଷଣା ଚ ନୀଳଂ ନିଚୋଳଂ ବପୁଷାବ‌ହନ୍ତୀ ।
କାନ୍ତେ ପ୍ରଦୋଷାନ୍ତମଧିଶ୍ରିତେପିମାନୋନ୍ନତା ରାମକରୀୟମିଷ୍ଟ ।
ଚନ୍ଦନ‌ଚର୍ଚ୍ଚିତନୀଳକଳେବର ପୀତବସନ ବନମାଳୀ
କେଳିଚଳନ୍ମଣିକୁଣ୍ତଳମଣ୍ତିତ ଗଣ୍ତ‌ଯୁଗସ୍ମିତଶାଳୀ
ହରିରିହ ମୁଗ୍ଧବଧୂନିକରେ
ବିଳସତି ବିଳାସିନି କେଳିପରେ ।୪୦। ଧ୍ରୂବଂ

__________________________________________________________ ଉତ୍ସୂକ ହେଉଅଛନ୍ତି ଅତି ହରଷେ । ୪୬। ଯେସନରେ କ୍ରୀଡ଼ା କରୁଛନ୍ତି ମାଧବ । ଦେଖିଲାକ ସ‌ହଚରୀ ତେସନ ଭାବ । ୪୭। ପୁଣ ପୁଣ କ‌ହେ ବାମା ସ‌ଖୀ ଅଗ୍ରତ । ଶୁଣ ତୁ ସୁଜନ ଏକ କରିଣ ଚିତ୍ତ । ୪୮। ନୀଳକଳେବରେ ଶୋହେ ହରିଚନ୍ଦନ । କଟୀତଟେ ପୀତପଟ ପରିଧାପନ । ୪୯। ମଣ୍ତିତ ଗଣ୍ତ‌ଯୁଗଳେ ମଣି କୁଣ୍ତଳ । ଲୀଳାଏ ଢ଼ାଳନ୍ତେ ଶୋହେ ମୁଖମଣ୍ତଳ । ୫୦। ବିଳାସିନୀବୃନ୍ଦ ମଧ୍ୟେ କରନ୍ତି କେଳି । ବାବନ୍ତି ସୁସ୍ୱରେ ବେଣୁ ଶ୍ରୀ ବନମାଳୀ ।୫୧। କେବଣ କାମିନୀ କୁଚଭରେଣ ଭାରୀ । ଆଲିଙ୍ଗନ କରିବାକୁ ସରାଗ କରି ।୫୨। କେବଣ ଗୋପୀନୀ ଗାଏ ପଞ୍ଚମସ୍ୱରେ । କର ଦେଇ କ‌ହିଲୋଡ଼େ ଶ୍ରୂତିମୂଳରେ । ୫୩। କେବଣ ବିଳାସିନୀ ବିଲୋଳ ଲୋଚନ । ଢ଼ାଙ୍କିଣ ଚାହାନ୍ତେ କିଏ ଉଦେ ମଦନ । ୫୪। କୃଷ୍ଣ