ପୃଷ୍ଠା:Gita Gobinda 1921.pdf/୨୧

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପୀନପୟୋଧର ଭାରଭରେଣ ହରିଂ ପରିରଭ୍ୟ ସରାଙ୍ଗ ।
ଗୋପବଧୂରନୁଗାୟତି କାଚିଦୂଦଞ୍ଚିତ ପଞ୍ଚମରାଗଂ ।୪୧।
କାପି ବିଳାସବିଲୋଳବିଲୋଚନ‌ଖେଳନ‌ଜନିତମନୋଜଂ ।
ଧ୍ୟାୟତି ମୁଗ୍ଧବଧୁରଧିକଂ ମଧୁସୂଦନବଦନସରୋଜଂ ।୪୨।
କାପି କପୋଳତଳେ ମିଳିତା ଲପିତୁଂ କିମ‌ପି ଶ୍ରୁତିମୂଳେ ।
ଚାରୁ ଚୁଚୁମ୍ବ ନିତମ୍ବବତୀ ଦୟିତଂ ପୁଲକୈରନୁକୂଳେ ।୪୩।
କେଳିକଳାକୁତୁକେନ ଚ କାଚିଦମୁଂ ଯମୁନାଜଳକୂଳେ ।
ମଞ୍ଜୁଳବଞ୍ଜୁଳକୁଞ୍ଜଗତଂ ବିଚକର୍ଷ କରେ ଦୁକୂଳେ ।୪୪।
କରତଳତାଳତରଳବଳୟ ବଳିକଳିତକଳସ୍ୱନବଂଶେ ।
ରାସରସେ ସହ ନୃତ୍ୟପରା ହରିଣା ଯୁବତୀ ପ୍ରଶଶଂସେ ।୪୫।
ଶ୍ଳିଷ୍ୟତି କାମ୍ପି ଚୁମ୍ବତି କାମ‌ପି କାମୟତି ରମୟତି ରାମାଂ ।
ପଶ୍ୟତି ସସ୍ମିତଚାରୁପରାମ୍ପରାମନୁଗଚ୍ଛତି ବାମାଂ ।୪୬।
‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌

ମୁଖସରୋଜ ଧ୍ୟାୟିଛି ତରୁଣୀ । ହରଷ ଲାବଣ୍ୟ କୋଟିମ‌ଦନ ଜିଣି । କେବଣ କାମିନୀ କୃଷ୍ଣକପୋଳ ତଳେ । କରଦେଇ କ‌ହି ଲୋଡ଼େ ଶ୍ରବଣମୂଳେ । ୫୬। ଦେଖି ଚାରୁ ଗଣ୍ତସ୍ଥଳ ପୁଲକ ହୋଇ । ଚୁମ୍ବନ ଦେଲାକ କିଛି ନ ପାରେ କ‌ହି । ୫୭। ରମଣୀ ଚୁମ୍ବନ୍ତେ କୃଷ୍ଣ ଚଞ୍ଚଳ ମନୁ । ପୁଲକ ହୋଇଲା ଲୋମ ସକଳ ତନୁ । ୫୮। କେଳିରସ ଯୁମନାକୂଳରେ ବିପିନ । କେଉଁ ବାମା ଓଟାରେ କୃଷ୍ଣର ବସନ । ୫୯। ନିକୁଞ୍ଜ ଗ‌ହନ ବନଭିତରେ ଯିବା। ବିବିଧ ପ୍ରକାରେ ନାନା କ୍ରୀଡ଼ା କରିବା ।୬୦। ସକଳ ମଣ୍ତଳୀ ବାମା ମଧ୍ୟେ ମୁରାରି । ରାସକ୍ରୀଡ଼ାରସେ ନୃତ୍ୟ କରନ୍ତି ହରି । ୬୧। କରତଳ ଶବଦରେ କିଙ୍କିଣୀ ଧ୍ୱନି । ନୃଜି ବେଣୁସ୍ୱରେ ତାନ ଏକଇ ଜାଣି ।୬୨। ପ୍ରଶଂସନ୍ତି ଯୁବତି କୃଷ୍ଣଙ୍କୁ ଅନାଇ । ବିବିଧ ପ୍ରକାରେ ନାନା ବଚନ କ‌ହି ।୬୩। କେବଣ ନାରୀକି କୃଷ୍ଣ ଅପାଙ୍ଗେ ଚାହିଁ । କାହାକୁ ନିବିଡ଼େ ଆଲିଙ୍ଗନ