ପୃଷ୍ଠା:Gita Gobinda 1921.pdf/୩୪

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୪ର୍ଥ ସର୍ଗଃ] ଗୀତଗୋବିନ୍ଦ । ୩୧

ଚତୁର୍ଥଃ ସର୍ଗଃ । ଯମୁନାତୀର ବାନୀରନିକୁଞ୍ଜେ ମନ୍ଦମାସ୍ଥିତଂ । ପ୍ରାହ ପ୍ରେମ‌ଭରୋଭ୍ରାନ୍ତଂ ମାଧବଂ ରାଧିକାସ‌ଖୀ ।୧। କର୍ଣ୍ଣାଟରାଗ‌ଯତିତାଳାଭ୍ୟାଂ ଗୀୟତେ । ଅସ୍ୟଂ ଲକ୍ଷଣଂ । କୃପାଣପାଣି ର୍ଗଜଦନ୍ତପତମେକଂ ବ‌ହନ୍ ଦକ୍ଷିଣକର୍ଣ୍ଣପୁରଂ । ସଂସ୍ତୂୟମାନଃ ସୁରଚାରଣାଦ୍ୟୈଃ କର୍ଣ୍ଣାଟରାଗଃ ଶିଖିକଣ୍ଠନୀଳଃ । ନିନ୍ଦତି ଚନ୍ଦନମିନ୍ଦୁ କିରଣମନୁବିନ୍ଦତି ଖେଦମଧୀରଂ । ବ୍ୟାଳନିଳୟମିଳନେନ ଗରଳମିବ କଳୟତି ମଳୟସମୀରଂ ସା ବିରହେ ତବ ଦୀନା । ଧ୍ରୂବଂ ।୨। ମାଧବ ମନସିଜବିଶିଖଭୟାଦିବ ଭାବନୟା ବୟି ଲୀନା । ଅବିରତନିପତିତମଦନଶରାଦିବ ଭବଦବନାୟ ବିଶାଳଃ ସୂହୃଦୟମର୍ମ୍ମଣି ବର୍ମ୍ମ କରୋତି ସଜଳନଳିନୀଦଳଜାଳଂ ।୩୦। ‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌-------------------------------------------------------------------- ଷଷ୍ଠ ଛାନ୍ଦ । ରାଗ ଦେଶାକ୍ଷ । ଶୁଣ ହେ ସୁଜନ ଏଥୁଁ ରସବଚନ । ଯମୁନାପୁଳିନ ବନେ ମଧୁସୂଦନ । ୧। ବିରହ ତାପରେ ଅତି ବିଷାଦ ହୋଇ । ବସିଛନ୍ତି ଯଦୁପତି ଶିର ନୁଆଇଁ । ୨। ରାଧିକାର ସ୍ନେହଭର ମନରେ ଧରି । ସଭୟ ମନରେ ତନୁଖିନ୍ନ ମୁରାରି ।୩। ଏସନ ସମୟେ ଆସି ମିଳିଲେ ସଜନୀ । ରାଧାର ବିରହ ଯେତେ କ‌ହଇ ଘେନି ।୪। ଶୁଣ ତୁ ମାଧବ ମୋର ରାଧିକା ସଖୀ । ତୋହର ବିରହେ ଅତି ହୋଇଛି ଦୁଃଖୀ ।୫। ମନ୍ମଥ ଶର ଭୟରେ ଆରତ ହୋଇ । ଭାବଇ ଚୈତନ୍ୟ ମନ ତୋ ତ‌ହିଁ ଦେଇ ।୬। ନିନ୍ଦଇ ଚନ୍ଦନ ଚନ୍ଦ୍ରକିରଣ ଚାହିଁ । ଅତି ତାପେ ମନେ ଧଇର୍ଯ୍ୟ ନ ଧରଇ ।୭। ମଳୟ ପବନ ସଖୀ ଲାଗନ୍ତେ ଦେହ । ଗରଳ ଜ୍ୱାଳାର ପ୍ରାୟ କରଇ ଦାହ ।୯। ବିଚାରଇ ସଖୀ ସେ ଚନ୍ଦନ କନ୍ଦର । କାଳସର୍ପ ସଦନ ତ‌ହିଁର ଉପର ।୯। ତାର ବିଷଜ୍ୱାଳା ଘେନି ବ‌ହୁଛି ଏହି । ତେଣୁ ସେ