ପୃଷ୍ଠା:Gita Gobinda 1921.pdf/୩୭

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୪
[୪ର୍ଥ ସର୍ଗଃ ।
ଗୀତଗୋବିନ୍ଦ

କ୍ଷରସମସଣମ‌ପି ମଳୟଜପଙ୍କଂ ।
ପଶ୍ୟତି ବିଷମିବ ବପୁଷି ସଶଙ୍କଂ ।୧୨।
ଶ୍ୱସିତପବନମନୂପମ୍ପରିଣାହଂ
ମଦନ‌ଦ‌ହନମିବ ବ‌ହତି ସଦାହଂ । ୧୩।
ଦିଶି ୨ କିରତି ସଜଳକଣଜାଳଂ ।
ନୟନନଳିନମିବ ବିକଳିତନାଳଂ ।୧୪।
ନୟନବିଷୟମ‌ପି କିଶଳୟତଳ୍ପଂ ।
ଗଣୟତି ବିହିତ‌ହୁତାଶବିକଳ୍ପଂ ।୧୫।
ତ୍ୟଜତି ନ ପାଣିତଳେନ କପୋଳଂ ।
ବାଳଶଶିନମିବ ସାୟମଲୋଳଂ ।୧୬।
ହରିରିତ ହିରିରିତ ଜପତି ସକାମଂ ।
ବିରହବିହିତମରଣେବ ନିକାମଂ


ତନୁକୁ ଶଙ୍କର କି ଏ ଗରଳ ଜାଣି ।୩୩। ନିଶ୍ୱାସ ପବନ ଅନୁପମ ଶୀତଳ । ତୋର ବିନୁ ଯେସନେ ମଦନ ଅନଳ । ୩୪। ନିରନ୍ତରେ ଅଶ୍ରୁଜଳ ଗଳଇ ତାର । ସକଳଦିଗେ ପକାଇ ନୟନୁ ନୀର ।୩୫। ନିରସ ହୋଇଲା ତାର ନୟନ ବେନି । ମୃଣାଳୁଁ ଖସିଲା ପଦ୍ମ‌ପାଖୁଡ଼ା ଜାଣି । ୩୬। ନବୀନପଲ୍ଲବଶ‌ଯ୍ୟା ଦେଖି କାମିନୀ । ଚାହିଁ ନ ପାରଇ କିଏ ଜାଳଇ ବ‌ହ୍ନି ।୩୭। ବସିଛି କପୋଳେ କର ଦେଇଣ ବାମା । ବଦନ ସନ୍ଧ୍ୟାର କି ନବୀନ‌ଚନ୍ଦ୍ରମା ।୩୮। ହରି ହରି ବୋଲି ଜପେ ସକାମ କରି । ସୁଫଳ ହୋଇବି ହତ । ନିଷ୍କାମ କରିଣ ଭକ୍ତି ଲଭିବି ମୁଁ ତ ।୪୦। ଶୁଣ ହେ ସୁଜନେ ଜୟଦେବ ଯା ଭଣି ବଇକୁଣ୍ଠନାଥ କୃଷ୍ଣ ସୁକ୍ଷ୍ମ ଏ ବାଣୀ ।୪୧। ଏ ତୋର ହୃଦୟ ହରି କଠୋର ଅତି । ବଜ୍ରହୁଁ କଠିନ ତୋର ଦାରୁଣ ମତି ।୪୨। କାମାତୁର ବ୍ୟାଧିପୀଡ଼ା ପାଉଛି ରାଧା । ତୋର ଅଙ୍ଗସଙ୍ଗ ପାଇ ହରିବ ବାଧା ।୪୩। ଅସାଧ୍ୟବ୍ୟାଧି ଅଶ୍ୱିନୀକୁମାର ପରି । ତୁମ୍ଭ