ପୃଷ୍ଠା:Gita Gobinda 1921.pdf/୩୯

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୬
[୫ମ ସର୍ଗ
ଜୟଦେବ

କ୍ଷଣମ‌ପି ବିରହଃ ପୁରା ନ ସେହେ
ନୟନନିମୀଳନ‌ଖିନ୍ମୟା ମୟା ତେ ।
ଶ୍ୱସିତି କଥମସୌ ରସାଳଶାଖାଂ
ଚିରବିରହେଣ ବିଲୋକ୍ୟ ପୁଷ୍ପିତ ଗ୍ରାଂ ।୨୨।
ବୃଷ୍ଟିବ୍ୟାକୁଳ ଗୋକୁଳାବନବଶାଦୁଦ୍ଧୃତ୍ୟ ଗୋବର୍ଦ୍ଧନଂ
ବିଭ୍ରଦ୍‌ବଲ୍ଲଭବଲ୍ଲଭାଭିରଥିକାନନ୍ଦାଚ୍ଚିରଂ ଚୁମ୍ବିତଃ ।
ଦର୍ପଣୈବ ତଦପିତାଧରତଟୀ ସିନ୍ଧୂର ସୂଦ୍ରାଙ୍କିତୋ-
ବାହୁ ର୍ଗୋପତନୋସ୍ତନୋତୁ ଭବତାଂ ଶ୍ରେୟାଂସି କଂସଦ୍ୱିଷଃ ।
ଇତିଶ୍ରୀ ଗୀତଗୋବିନ୍ଦେ ସ୍ନିରାଧମରହୁସୂଦନୋ ନାମ ଚତୁର୍ଥ ସର୍ଗଃ ।

ପଞ୍ଚମଃ ସର୍ଗଃ ।
ଅହମିହନିବସାମି ଯାହି ରାଧା-
ମନୁନୟ ମଦ୍‌ବଚନେନ ଚାନୟେଥାଃ ।
ଇତି ମଧୁରିପୁଣା ସଖୀ ନିଯୁକ୍ତା
ସ୍ୱୟମିଦମେତ୍ୟ ପୁନର୍ଜ୍ଜଗାଦ ରାଧାଂ ।୧



ସପ୍ତମ ଛାନ୍ଦ ।

ରାଗ ମଙ୍ଗଳଗୁଜ୍ଜରୀ ।

ଏଥୁ ଅନନ୍ତରେ ଶୁଣ ରସିକ ସୁଜାଣ । ରାଧିକାର ବିରହଚରିତ୍ର ଯେତେମାନ ହେ ।୧। କ‌ହନ୍ତେ ସଜନୀ ସେ ଶୁଣିଲେ କମ୍ବୁପାଣି । ବୋଲନ୍ତି କୋମଳ ଯେ ଅମୀୟରସ ବାଣୀ ଯେ ।୨। ଶୁଣ ତୁ ସଜନି ମୁଁ ଏ ବନେ ବସିଛଇଁ । ମୋହର ବଚନେ ରାଧିକାକୁ ଆଣ ଯାଇ ଗୋ ।୩। ମଧୁରିପୁଆଜ୍ଞାରେ ଚଳିଲା ସ‌ହଚରୀ । ପୁନରପି ଭେଟିଲା ସେ ରାଧିକା ସୁନ୍ଦରୀ ଯେ ।୪। କ‌ହଇ ସଖୀର ଆଗେ ହରିକଥା ମାନ । ଶୁଣ ତୁ ସୁନ୍ଦରୀ ଯେ ହୋଇଣ ସାବଧାନ ଗୋ ।୬। ତୋହର